ଅପରାଧ ରାଜ୍ୟ

ମାତିଲେ ଲାଲବାହିନୀ, ଇନଫର୍ମର ସନ୍ଦେହରେ ହତ୍ୟା ପରେ ଛାଡି ଚାଲିଗଲେ ପୋଷ୍ଟର

ନୂଆପଡା ୧୯/୦୮: ନୂଆପଡା ଜିଲ୍ଲା କୋମନା ଥାନା ସୁନାବେଡା ଅଭୟାରଣ୍ୟ ଭିତରେ ଥିବା ଢୋକୁନପାନି ଗାଁ ପାଖରେ ଅଘଟଣ । ପୋଲିସ ଇନଫରମର ସନ୍ଦେହରେ ଜଣକୁ ହତ୍ୟା କଲେ ମାଓବାଦୀ । କେବଳ ସେତିକି ନୁହେଁ ମୃତ ଶରୀର ନିକଟରେ ପୋଷ୍ଟର ଛାଡି ଚାଲି ଯାଇଥିବା ସୁଚନା ଦେଇଛନ୍ତି ନୂଆପଡା ଏସପି ।

ମୃତକ ହେଉଛନ୍ତି ଢେକୁନପାନି ଗାଁର । ସେ ଦୀର୍ଘଦିନ ଧରି ପଡୋଶୀ ଛତିଶଗଡ଼ ନଗରାର ଗାଁରେ ରହୁଥିଲେ । ଏବେ କିଛିମାସ ହେବ ପୁଣି ଆସି ଢେକୁନପାନିରେ ରହୁଥିଲେ । ତେବେ ଗତକାଲି ରାତିରେ ତାଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ଏବେ ତାଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।