ଅପରାଧ ରାଜ୍ୟ

ମାତିଛନ୍ତି ଚୋର, ସମାନ ଢଙ୍ଗରେ ବିଭିନ୍ନ ଅଞ୍ଚଳରୁ କରୁଛନ୍ତି ଚୋରି: ଲୁଟେରାଙ୍କ ଟେର୍ ପାଉନି ପୋଲିସ

ଗଜପତି୧୩/୦୫: ପାରଳାଖେମୁଣ୍ଡି ବିଶ୍ୱନାଥ ନଗରରୁ ଚୋରି ।୧୬ ଭରି ସୁନା ଅଳଙ୍କାର, ୩୦ ହଜାର ନଗଦ ଟଙ୍କା ସହ ଅନ୍ୟାନ୍ୟ ଆସବାବ ପତ୍ର ଚୋରି ହୋଇଥିବା ଅଭିଯୋଗ । ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ ।

କଟର ସାହାଯ୍ୟରେ ତାଲାକାଟି ଘରେ କଳା କନା ବୁଲାଇଲେ ଦୃର୍ବୃତ୍ତ । ଘରେ କେହି ନଥିବାର ସୁଯୋଗ ନେଇ ଚୋରି କରୁଛନ୍ତି ଦୁର୍ବୃତ୍ତ । ପାରଳାଖେମୁଣ୍ଡି ମୋଡେଲ ପୋଲିସ ଥାନା ଅଞ୍ଚଳରେ ସହରର ବିଭିନ୍ନ ସାହିରୁ ଏଭଳି ସମାନ ଢଙ୍ଗରେ ପାଞ୍ଚରୁ ଅଧିକ ଚୋରି ହେଲାଣି କିନ୍ତୁ ଗୋଟିଏ ବି ମାମଲାରେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇନି ପୋଲିସ ।

ସେପଟେ ସମାନ ଢଙ୍ଗରେ ଘରେ କେହି ନଥିବା ସମୟରେ ପ୍ରଭାତ ପାତ୍ରଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ କରିଛନ୍ତି । ଗ୍ରିଲ ଓ ତାଲା କାଟି ଆଲମାରି ଲକର ଭାଙ୍ଗି ସମସ୍ତ ସାମଗ୍ରି ଚୋରି ହୋଇଛି । ଗୋଟିଏ ପରେ ଗୋଟିଏ କାଣ୍ଡ ଭିଆଉଛନ୍ତି ଦୃବୁତ୍ତ । ପୋଲିସ ଅଭିଯୁକ୍ତର ଟେର ପାଉନି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।