ଦେଶ ବିଦେଶ ମନୋରଞ୍ଜନ

ମାଙ୍କଡ଼ ପ୍ରାଦୁର୍ଭାବରୁ ବର୍ତ୍ତିବା ପାଇଁ ସୋନୁଙ୍କୁ ଟ୍ବିଟ୍

ମହାମାରୀ କରୋନା ସମୟରେ ଲୋକଙ୍କୁ ସହାୟତା କରି ସମାଜସେବାରେ ନିଦର୍ଶନ ପାଲଟିଥିବା ସୋନୁ ସୁଦ୍‌ଙ୍କୁ ଜଣେ ବ୍ୟକ୍ତି ଏବେ ଏକ ଅଜବ ସହାୟତା ମାଗିଛି। ବ୍ୟକ୍ତି ଜଣକ ସୋନୁଙ୍କୁ ଟ୍ବିଟ୍‌ କରି ମାଙ୍କଡ଼ ଦୌରାତ୍ମ୍ୟରୁ ରକ୍ଷା ପାଇବା ପାଇଁ ସାହାଯ୍ୟ ମାଗିଛନ୍ତି। ସୋନୁ ପ୍ରତି ଉତ୍ତରରେ ତାଙ୍କୁ ତାତ୍ସଲ୍ୟ କରି କହିଛନ୍ତି, ଶେଷରେ ମାଙ୍କଡ଼ ଧରିବା କାମ ବାକି ରହିଯାଇଥିଲା। ଠିକଣା ପଠାଅ, ଏ ଉପରେ ବି ଚେଷ୍ଟା କରି ଦେଖିନିଏ। ସୂଚନା ମୁତାବକ, ଉତ୍ତରପ୍ରଦେଶର ରାମକୋଲା ଅଞ୍ଚଳରେ ଏକ ମାଙ୍କଡ଼ ପ୍ରାୟ ୨୦ରୁ ୨୫ ଲୋକଙ୍କୁ ଆକ୍ରମଣ କରି ଆହତ କରିସାରିଲାଣି। ମାଙ୍କଡ଼କୁ ଧରିବା ପାଇଁ ଦାବି ହେଉଥିଲେ ହେଁ ସ୍ଥାନୀୟ ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ