କଳା ଓ ସଂସ୍କୃତି ରାଜ୍ୟ

ମହା-ଆଡମ୍ବରରେ ଶେଷ ହେଲା ଶୀତଳଷଷ୍ଠୀ ଯାତ୍ରା, ବ୍ରହ୍ମମୂହୁର୍ତ୍ତରେ ପଡିଲା ଦେବଦମ୍ପତ୍ତିଙ୍କ ହାତଗଣ୍ଠି

ସମ୍ୱଲପୁର ୦୫/୦୬ : ମହା ଆଡମ୍ବରରେ ସମ୍ପନ୍ନ ହେଲା ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରାର ଶିବ ବିବାହ କାର୍ଯ୍ୟକ୍ରମ । ବ୍ରହ୍ମମୂହୁର୍ତ୍ତରେ ନନ୍ଦପଡାର ବମ୍ ବରାଡ ବାଲୁଙ୍କେଶ୍ବର ବାବା, ଝାଡୁଆପଡାର ଲୋକନାଥ ବାବା, ମୋଦିପଡାର ଜାଗେଶ୍ୱର ବାବାଙ୍କ ସମେତ ସବୁ କମିଟିର ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି । ଶୁଭ ଲଗ୍ନରେ କନ୍ୟାପିତା କନ୍ୟାଦାନ ପରେ ହସ୍ତଗଣ୍ଠି ପଡିଛି ।

କରୋନା କଟକଣା ହଟିଥିବାରୁ ୨ ବର୍ଷ ପରେ ଆଡମ୍ବର ପୂର୍ଣ୍ଣ ହୋଇଛି ବାହାଘର । ଭବ୍ୟ ପଟୁଆରାରେ ବରଯାତ୍ରୀ ଏଥର ଦେଖିବାକୁ ମିଳିଛି । ଆଜି ବାହାଘର ପରେ ଦେବ ଦମ୍ପତ୍ତିଙ୍କର ନଗର ପରିକ୍ରମା ସହ ଭକ୍ତଙ୍କୁ ଯୁଗଳ ଦର୍ଶନ ଦେଇଥାନ୍ତି , ତେବେ ରାତ୍ରୀରୁ ଏହି କାର୍ଯ୍ୟକ୍ରମ ହେବାକୁ ଥିବାବେଳେ ବର୍ତ୍ତମାନ ବିବାହ ମଣ୍ଡପରେ ଦର୍ଶନ ଦେଉଛନ୍ତି । ତେବେ ଚଳିତ ଥର ଦେଶ ବାହାରୁ ମଧ୍ୟ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,