ଦେଶ ବିଦେଶ ମନୋରଞ୍ଜନ

ମଲାଇକାଙ୍କ ଘରେ ପହଞ୍ଚିଲା ପୋଲିସ୍‌, ଭିଡିଓ ଭାଇରାଲ୍

ମୁମ୍ବାଇ ୦୭।୦୬: ବଲିଉଡ୍‌ର ଫିଟ୍‌ନେସ୍‌ ଅଭିନେତ୍ରୀ କହିଲେ ସମସ୍ତେ ଜାଣନ୍ତି ମଲାଇକାଙ୍କୁ । କାରଣ ସେ ତାଙ୍କ ଫିଟ୍‌ନସ୍‌ ଓ ସୁନ୍ଦରତା ପାଇଁ ସବୁ ଆଡେ ଚର୍ଚ୍ଚାରେ ଥାନ୍ତି। ତାଙ୍କ ନୃତ୍ୟ ଶୈଳୀ, ଫିଟନେସ୍ ଏବଂ ବୋଲ୍ଡ ଅବତାର ସହିତ ବଲିଉଡ ଜଗତରେ ଆତଙ୍କ ସୃଷ୍ଟି କରିଥାନ୍ତି। ଏହା ବ୍ୟତୀତ ମଲାଇକା ତାଙ୍କ ବୃତ୍ତିଗତ ଅପେକ୍ଷା ବ୍ୟକ୍ତିଗତ ଜୀବନକୁ ନେଇ ଆଲୋଚନାରେ ଥାନ୍ତି। ଦୁର୍ଘଟଣା ପରେ ବର୍ତ୍ତମାନ ମଧ୍ୟ ଭଳି କିଛି ଘଟିଛି। ଯେଉଁଥିପାଇଁ ପୋଲିସ୍‌ ତାଙ୍କ ଘରେ ପହଞ୍ଚିଛି । ତାହାର ଫଟୋ ଏବେ ସାମ୍ନାକୁ ଆସିଛି ।

ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେଉଛି । ଯେଉଁଥିରେ ଅଭିନେତ୍ରୀ ମଲାଇକାଙ୍କ ଘରେ ପୋଲିସକର୍ମୀ ନଜର ଆସିଛନ୍ତି । ଏହି ଭିଡିଓରେ ଏହା ସ୍ପଷ୍ଟ ଦେଖାଯାଉଛି ଯେ ମଲାଇକା ସୋଫାରେ ବସିଥିବା ବେଳେ କିଛି ପୋଲିସ ତାଙ୍କ ସାମ୍ନାରେ ଛିଡା ହୋଇଛନ୍ତି। ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ ଭାବୁଛନ୍ତି ଯେ ଅଭିନେତ୍ରୀଙ୍କ ସହ କୌଣସି ଅସୁବିଧା ହୋଇଛି ବୋଧ ହୁଏ, କିନ୍ତୁ ତାହା କିଛି ନୁହେଁ ଏହି ପୋଲିସ୍ କର୍ମଚାରୀମାନେ ଏକ କାର୍ଯ୍ୟକ୍ରମରେ ମଲାଇକାକୁ ନିମନ୍ତ୍ରଣ କରିବା ପାଇଁ ତାଙ୍କ ଘରକୁ ଆସିଥିଲେ । ଏହାର ଅର୍ଥ ହେଉଛି ମଲାଇକା ପୋଲିସ୍‌ଙ୍କ ଏକ ଇଭେଣ୍ଟରେ ଦେଖିବାକୁ ମିଳିବେ

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ