ଧର୍ମ ରାଜ୍ୟ

ମକର ସଂକ୍ରାନ୍ତିରେ ବନ୍ଦ ହେବ ମା ତାରିଣୀଙ୍କ ମନ୍ଦିର, କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ନିଷ୍ପତ୍ତି

ଘଟଗାଁ ୧୩।୦୧: ବନ୍ଦ ରହିବ ଘଟଗାଁ ମା ତାରିଣୀଙ୍କ ମନ୍ଦିର । ମକର ସଂକ୍ରାନ୍ତିରେ ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ । ପ୍ରେସ୍‌ମିଟ୍‌ ଜରିଆରେ ନିର୍ଦ୍ଦେଶନାମା ଜାରି କରିଛି ମନ୍ଦିର ପ୍ରଶାସନ ।

ଖବର ଅନୁଯାୟୀ, ରାଜ୍ୟରେ ଏବେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଯାହାକି ଏକ ଚିନ୍ତାଜନକ ବିଷୟ । ତେବେ ଗୋଟିଏ ପଟେ ସଂକ୍ରମଣ ବଢୁଥିବା ବେଳେ ପୂଜାପାର୍ବଣ ଆସୁଛି । ଏହି ସବୁ ସମୟରେ ମନ୍ଦିରମାନଙ୍କ ଭିଡ଼ ହେଉଥିବାର ଦେଖିବାକୁ ମିଳିଥାଏ । ତେଣୁ ଆଗୁଆ ସତର୍କତା ମୂଳକ ପଦକ୍ଷେପ ନେଇ ଆସନ୍ତାକାଲି ଘଟଗାଁ ମା ତାରିଣୀ ମନ୍ଦିରକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ମନ୍ଦିର ପ୍ରଶାସନ। ଏହି ସମୟରେ କେବଳ ନୀତିକାନ୍ତି ଅନୁଯାୟୀ ସେବକମାନେ ମନ୍ଦିରରେ ପୂଜାର୍ଚ୍ଚନା କରିପାରିବେ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ