ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଭୟ ବଢାଇଲା ଭୂତାଣୁ, ଓଡ଼ିଶାରେ ଓମିକ୍ରନର ନୂଆ ସବ୍-ଭାରିଆଣ୍ଟ ଚିହ୍ନଟ

ଭୁବନେଶ୍ୱର ୨୦/୧୦: ଓଡ଼ିଶାର ଓମିକ୍ରନର ନୂଆ ସବ୍ ଭାରିଆଣ୍ଟ ଚିହ୍ନଟ। ଦେଶରେ ପ୍ରଥମ ଥର ପାଇଁ ଏହି ସବ୍ ଭାରିଏଣ୍ଟ ଚିହ୍ନଟ ହୋଇଛି। ଓଡ଼ିଶାରେ ଚିହ୍ନଟ ହୋଇଥିବା ଓମିକ୍ରନର ସବ୍ ଭାରିଏଣ୍ଟର ନାଁ ହେଉଛି BM.4.1.1 । ସେପଟେ ଦେଶରେ ଅନ୍ୟ ୫ଟି ରାଜ୍ୟରେ ଓମିକ୍ରନର ଅନ୍ୟ ଏକ ସବ୍ ଭାରିଏଣ୍ଟ BM.1.1 ଚିହ୍ନଟ ହୋଇଛି।

ଓଡ଼ିଶାରେ ଓମିକ୍ରନ୍ ର ଏହି ନୂଆ ସବ୍ ଭାରିଏଣ୍ଟରେ ଗତ ମାସକ ମଧ୍ୟରେ ୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟର ୨ଟି ଲ୍ୟାବ୍ ରେ ଚିହ୍ନଟ ୧୪୯ଟି ସାମ୍ପଲ ମଧ୍ୟରୁ ୧୮ ଜଣଙ୍କ ଠାରେ ଏହି ନୂଆ ସବ୍ ଭାରିଏଣ୍ଟ ଚିହ୍ନଟ ହୋଇଛି। ତେବେ ଏହି ନୂଆ ସବ୍ ଭାରିଏଣ୍ଟ କେତେ ସଂକ୍ରାମକ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କରୋନା ଭୂତାଣୁ ଉପରେ ଗବେଷଣା କରୁଥିବା ବୈଜ୍ଞାନିକଙ୍କୁ ନେଇ ଗଠିତ -INSACOG ଏ ସଂପର୍କରେ ସୂଚନା ଦେଇ

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ