ଖେଳ ଦେଶ ବିଦେଶ

ଭାରତୀୟ ମହିଳା ହକି ଟିମ୍‌ର ଦମଦାର ବିଜୟ, ୩-୦ରେ ମାତ୍ ଖାଇଲା ଜର୍ମାନୀ

ନୂଆଦିଲ୍ଲୀ, ୧୪|୦୩: ସୁଟ ଆଉଟରେ ଭାରତୀୟ ମହିଳା ହକି ଟିମର ରୋମାଞ୍ଚକର ବିଜୟ। ସୁଟ ଆଉଟ ୩-୦ରେ ଜର୍ମାନୀକୁ ପରାସ୍ତ କଲା ଭାରତ ।

କଳିଙ୍ଗ ହକି ଷ୍ଟାଡିୟମରେ ଖେଳାଯାଇଥିବା ଏଫଆଇଏଚ ପ୍ରୋ ଲିଗର ମ୍ୟାଚରେ ନିର୍ଦ୍ଧାରିତ ସମୟ ସୁଦ୍ଧା ୧-୧ ରେ ଡ୍ର ରହିଥିଲା। ପରେ ମ୍ୟାଚ ସୁଟ ଆଉଟକୁ ଯାଇଥିଲା। ହେଲେ ସୁଟଆଉଟରେ ଭାରତୀୟ ମହିଳା ଖେଳାଳି ଆକର୍ଷଣୀୟ ପ୍ରଦର୍ଶନ କରି ୩-୦ରେ ବିଜୟ ହାସଲ କରିଛି।

ସୁଟ ଆଉଟରେ ଉଭୟ ଟିମକୁ ୫ଟି ସୁଯୋଗ ମିଳିଥିବା ବେଳେ ଭାରତ ୩ଟି ଗୋଲ କରିଥିବା ବେଳେ ଜର୍ମାନୀ କୌଣସି ଗୋଲ ସ୍କୋର କରିବାରେ ସକ୍ଷମ ହୋଇ ହୋଇଥିଲା। ଶନିବାର ମ୍ୟାଚ ମଧ୍ୟ ସୁଟଆଉଟକୁ ଯାଇଥିଲା। ଯେଉଁଥିରେ ଜର୍ମାନୀ ବିଜୟ ହାସଲ କରିଥିଲା। ଯାହାର ମଧୁର ପ୍ରତିଶୋଧ ନେଲା ଭାରତ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ