ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ
ଲକ୍ଷ ଲକ୍ଷ ଟଙ୍କାର ଖଣି ମାଫିଆଙ୍କ ବେଆଇନ୍ ଭାବରେ ଚାଲିଛି ଖଣି,ଏ ଖଣି ମାଫିଆଙ୍କୁ କିଏ ଯୋଗାଉଛି ସାହାସ ଏବଂ ଖଣି ମାଫିଆଙ୍କ ପଛରେ କିଏ ରହିଛି ଖଳନାୟକ , କାହା ଇଙ୍ଗିତରେ ଏବଂ ଛତ୍ର ଛାୟା ତଳେ ଏ ଖଣି ମାଫିଆ । ଏଭଳି ତଥ୍ୟ ଲାଗିଲା ଆମ Newslaxmi 7 ହାତରେ । Newslaxmi 7 ଏ ଖଣି ମାଫିଆଙ୍କ ସବୁ ଦୁର୍ନିତୀକୁ ପଦାରେ ପକାଇବାକୁ ଖବର ଉପସ୍ଥାପନା କରୁଛି । ଲକ୍ଷ ଲକ୍ଷ ଟଙ୍କାର ଦୁର୍ନିତୀ ଉପରେ ନଜର ପଡ଼ିଗଲା Newslaxmi7 channel ର । ଏମାନଙ୍କର ଅସଲ ରୂପ ଏବେ ପଦାରେ ପକାଇ ଦେବ Newslaxmi7. ହଁ ଦର୍ଶକ ବନ୍ଧୁ ଏଭଳି ଦୁର୍ନିତି ଦେଖିବାକୁ ମିଳିଛି ବାଲେଶ୍ୱରର ଶାରୀଶୁଆ କପିଳ ଝରୀ ପାହାଡ ଏବଂ ଶୁଖୁଆ ପଟା ହିଲ୍ରେ ।
ଏ ଭିଜୁଆଲ୍ ଟିକୁ ଟିକେ ଭଲ ଭାବରେ ଦେଖିନିଅନ୍ତୁ ଦୁର୍ନିତୀ ଆଉ ମହାଦୁର୍ନିତୀ ତା ହେଲେ ଏ ଅଭିଯୋଗ କାରୀମାନେ କଣ ଅଭିଯୋଗ କରୁଛନ୍ତି ଅଭିଯୋଗଟା ଆପଣମାନେ ସ୍ପଷ୍ଟ ଭାବରେ ଶୁଣିନିଅନ୍ତୁ ……
ଶୁଣିଲେ ତୋ ଅଭିଯୋଗକାରୀମାନଙ୍କର ଅଭିଯୋଗ
ତା ହେଲେ ଏଠି ସ୍ପଷ୍ଟ ଭାବରେ ଜାଣିହେଉଛି କିପରି ଦୁର୍ନିତୀ କରୁଛନ୍ତି ଏ ଖଣି ମାଫିଆ ମାନେ ।
ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କର ଶାସନର ବ୍ୟବସ୍ଥାକୁ କାହିଁକି ଅବମାନନା କରୁଛନ୍ତି ଏ ଖଣି ମାଫିଆ ମାନେ ।
ପାହାଡ ଓ ଜଙ୍ଗଲର ସ୍ୱନ୍ଧର୍ଯ୍ୟ ପଛେ ନଷ୍ଟ ହୋଇଯାଉ କିନ୍ତୁ ଖଣି ମାଫିଆଙ୍କ ପକେଟ ସବୁବେଳେ ଗରମ ଥାଉ । କିଛି ଅର୍ଥ ପାଇଁ ମା’ ମାଟିକୁ ବି ଛାଡୁ ନାହାନ୍ତି ଏ ଖଣି ମାଫିଆମାନେ । ବାଲେଶ୍ୱରର ଶାରୀଶୁଆ କପିଳ ଝରୀ ପାହାଡ ଏବଂ ଶୁଖୁଆ ପଟା ହିଲ୍ରେ । ବହୁ ବର୍ଷ ଧରି ୧୪୪ ଧାରା ଲାଗି ରହିଥିବା ବେଳେ ବେଆଇନ୍ ଭାବେ ଚାଲିଛି ୱାଗନ ବ୍ଲାଷ୍ଟିଙ୍ଗ ।
ପ୍ରତ୍ୟେକ ଦିନ ଦୁଇ ସହରୁ ତିନି ସହ ହାଇୱା ଟ୍ରକରେ ଚାଲିଛି ଚୋରା ଚାଲଣ । ଏହି ସବୁ ଚୋରା ମାଲ ନିକଟରେ ଥିବା ବ୍ରସରକୁ ଯୋଗାଇଦିଆ ଯାଉଛି ବୋଲି ଅଭିଯୋଗ ହେଉଛି । ଖଣି ନମ୍ବର 84,86.83.89,90 ଖଇରା ତହସିଲ ଅଧିନରେ ଥିବାବେଳେ କପ୍ତିପଦା ତହସିଲ ଅଧିନରେ ଖଣି ନମ୍ବର ୧,୨,୩ ରେ ହଜାର ହଜାର ଟ୍ରିପ ଚୋରା ଚାଲାଣ ହେଉଛି । ତେବେ ଏଥିନେଇ ପ୍ରଶାସନ ନିରବ ଓ ପୋଲିସ ନିରବଷ୍ଟା ସାଜିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତୁରନ୍ତ ପ୍ରଶାସନ ଦୃଷ୍ଟି ନେବାକୁ ଅଳର ବୁଦ୍ଧିଜୀବିମାନେ ଦାବି କରିଛନ୍ତି ।
ତେବେ ତହସିଲ୍ ଏବଂ ଜିଲ୍ଲାପାଳ କେଉଁ କାର୍ଯ୍ୟନୁଷ୍ଠାନ ନେଉଛନ୍ତି ଏ ଖଣି ମାଫିଆଙ୍କ ପ୍ରତି ତାହା ଦେଖିବାକୁ ବାକି ରହିଲା ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
1 Comment
o god