ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଝାରସୁଗୁଡା ୦୭/୧୨: ଝାରସୁଗୁଡା ଜିଲ୍ଲାରୁ ଉଦ୍ଧାର ହେଲା ବିରଳ ହିମାଳିୟନ ଗ୍ରାଫିନ ଶାଗୁଣା । ବେଲପାହାଡ ବନଞ୍ଚଳ ବାଘମୁଣ୍ଡା ସେକ୍ସନ କର୍ମଚାରୀମାନେ ବିଶିପାଳି ଗ୍ରାମ ନିକଟରୁ ଏହି ଶାଗୁଣାକୁ ଉଦ୍ଧାର କରାଯାଇଛି ।
ପକ୍ଷୀଟି ଏକ ଗଛ ଉପରେ ବସିଥିବାବେଳେ ଶହଶହ କୁଆ ଏହାକୁ ଆକ୍ରମଣ କରିଥିଲେ । ଏହାଦେଖି ଗ୍ରାମବାସୀମାନେ ବନ ବିଭାଗକୁ ଖବର ଦେଇଥିଲେ । ବନବିଭାଗ କର୍ମଚରୀ ଓ ପ୍ରାଣୀ ଚିକିତ୍ସକ ଘଟଣା ସ୍ଥଳକୁ ପହଂଚି ଶାଗୁଣାକୁ ଉଦ୍ଧାର କରିବା ସହ ଏହାର ଚିକିତ୍ସା କରାଇଛନ୍ତି । ଶାଗୁଣାଟିର ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଥିବା ବନବିଭାଗ ସୂଚନା ଦେଇଛି l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l