ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ବିବାହ ସମାରୋହରେ ୫୦ରୁ ଅଧିକ ସାମିଲ ହେଲେ ୨୫ ହଜାର ଟଙ୍କା ଜରିମାନା, ସିଲ୍ ହେବ ମଣ୍ଡପ

ଜୟପୁର ୧୬/୦୪ : କରୋନାର ଦ୍ୱିତୀୟ ଲହରକୁ ଦେଖି ରାଜସ୍ଥାନ ସରକାର କଡା କଟକଣା ଜାରି କରିଛନ୍ତି। ମେ’ ୧୪ ତାରିଖ ଅକ୍ଷୟ ତୃତୀୟା ଦିନ ଓ ପିପଲ ପୂର୍ଣ୍ଣିମା ଅବସରରେ ପ୍ରଶାସନର କଡା ନଜର ରହିବ। ବିବାହ ସମାରୋହରେ ୫୦ ଜଣାରୁ ଅଧିକ ଅତିଥି ସାମିଲ ହେଲେ ୨୫ ହଜାର ଟଙ୍କା ଜରିମାନା ଲଗାଯିବ। ବ୍ୟାଣ୍ଡ୍ ବାଜା ପାର୍ଟିକୁ ସରକାର ୫୦ ଅତିଥି ସଂଖ୍ୟାଠୁ ଅଲଗା ରଖିଛନ୍ତି।

ଗୃହ ବିଭାଗ ଗାଇଡଲାଇନ୍ ଅନୁସାରେ, ସମସ୍ତ କାର୍ଯ୍ୟପାଳକ, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଓ ବ୍ଲକ ଅଧିକାରୀଙ୍କୁ ଜରିମାନା ଲଗାଇବା ଦାୟିତ୍ୱ ପ୍ରଦାନ କରାଯାଇଛି। ମେ’ ୩୧ ଯାଏଁ ବିବାହ ସମେତ ଅନ୍ୟ ବ୍ୟକ୍ତିଗତ ସମାରୋହରେ ୫୦ ରୁ ଅଧିକ ଅତିଥିଙ୍କୁ ଡାକିବାକୁ ଅନୁମତି ଦିଆଯାଇନାହିଁ। କୋଭିଡ୍ ପ୍ରୋଟୋକଲ୍ ଉଲଙ୍ଘନ କଲେ ବିବାହ ମଣ୍ଡପ ସିଲ୍ କରାଯିବ।

ଏପ୍ରିଲ ୧୬ ତାରିଖ, ଶୁକ୍ରବାର ସକାଳ ୬ଟା ରୁ ନୂଆ ଗାଇଡଲାଇନ୍ ଲାଗୁ ହୋଇଛି। ଗାଇଡଲାଇନ୍ ଉଲଙ୍ଘନ କଲେ ଭାରି ଜରିମାନା ଓ ଦଣ୍ଡ ବିଧାନ ରହିଛି। ଗୃହ ବିଭାଗ ସ୍ପଷ୍ଟ ଭାବେ କହିଛି ଯେ ଗାଇଡଲାଇନ୍ ପାଳନ ନ କଲେ ଗମ୍ଭୀର ପରିଣାମ ଭୋଗିବାକୁ ପଡିବ। ଅଲଗା ଅଲଗା ନିୟମ ପାଇଁ ଅଲଗା ଅଲଗା ଜରିମାନା ନିର୍ଦ୍ଧାରିତ କରାଯାଇଛି।

କେଉଁ ନିୟମ ଉଲଙ୍ଘନ କଲେ କେତେ ଜରିମାନା ଜାଣନ୍ତୁ-

୧. ମାସ୍କ ନ ପିନ୍ଧିଲେ ୫୦୦ ଟଙ୍କା ଜରିମାନା

୨. ମାସ୍କ ନ ପିନ୍ଧି ଗ୍ରାହକଙ୍କୁ ଜିନିଷ ଦେଲେ ଦୋକାନୀକୁ ୫୦୦ ଟଙ୍କା ଜରିମାନା

୩. ସାମାଜିକ ଦୂରତା ପାଳନ ନ କଲେ ୧୦୦ ଟଙ୍କା ଜରିମାନା

୪. ସାର୍ବଜନିକ ସ୍ଥାନରେ ଛେପ ପକାଇଲେ ୨୦୦ ଟଙ୍କା ଜରିମାନା

୫. ସାର୍ବଜନିକ ସ୍ଥାନରେ ମଦ, ଗୁଟକା ଓ ପାନ ଖାଇଲେ ୫୦୦ ଟଙ୍କା ଜରିମାନା

୬. ଉପଖଣ୍ଡ ଅଧିକାରୀଙ୍କୁ ସୂଚନା ନ ଦେଇ ବାହାଘର କଲେ ୫ ହଜାର ଟଙ୍କା ଜରିମାନା

୭. ବିବାହ ସମାରୋହରେ ୫୦ରୁ ଅଧିକ ଲୋକ ସାମିଲ ହେଲେ ଅୟୋଜନକର୍ତ୍ତାଙ୍କୁ ୨୫ ହଜାର ଟଙ୍କା ଜରିମାନା

୮. ବିନା ମାସ୍କରେ ପରିବହନ କଲେ ୫୦୦ ଟଙ୍କା ଜରିମାନା

୯. କାର୍ଯ୍ୟସ୍ଥଳକୁ ନିୟମିତ ସାନିଟାଇଜ ନ କଲେ ୧୦ ହଜାର ଟଙ୍କା ଜରିମାନା

୧୦. ଅନୁମତି ବିନା ସାର୍ବଜନିକ କାର୍ଯ୍ୟକ୍ରମ କଲେ ୧୦ ହଜାର ଟଙ୍କା ଜରିମାନାଜୟପୁର ୧୬/୦୪ : କରୋନାର ଦ୍ୱିତୀୟ ଲହରକୁ ଦେଖି ରାଜସ୍ଥାନ ସରକାର କଡା କଟକଣା ଜାରି କରିଛନ୍ତି। ମେ’ ୧୪ ତାରିଖ ଅକ୍ଷୟ ତୃତୀୟା ଦିନ ଓ ପିପଲ ପୂର୍ଣ୍ଣିମା ଅବସରରେ ପ୍ରଶାସନର କଡା ନଜର ରହିବ। ବିବାହ ସମାରୋହରେ ୫୦ ଜଣାରୁ ଅଧିକ ଅତିଥି ସାମିଲ ହେଲେ ୨୫ ହଜାର ଟଙ୍କା ଜରିମାନା ଲଗାଯିବ। ବ୍ୟାଣ୍ଡ୍ ବାଜା ପାର୍ଟିକୁ ସରକାର ୫୦ ଅତିଥି ସଂଖ୍ୟାଠୁ ଅଲଗା ରଖିଛନ୍ତି।

ଗୃହ ବିଭାଗ ଗାଇଡଲାଇନ୍ ଅନୁସାରେ, ସମସ୍ତ କାର୍ଯ୍ୟପାଳକ, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଓ ବ୍ଲକ ଅଧିକାରୀଙ୍କୁ ଜରିମାନା ଲଗାଇବା ଦାୟିତ୍ୱ ପ୍ରଦାନ କରାଯାଇଛି। ମେ’ ୩୧ ଯାଏଁ ବିବାହ ସମେତ ଅନ୍ୟ ବ୍ୟକ୍ତିଗତ ସମାରୋହରେ ୫୦ ରୁ ଅଧିକ ଅତିଥିଙ୍କୁ ଡାକିବାକୁ ଅନୁମତି ଦିଆଯାଇନାହିଁ। କୋଭିଡ୍ ପ୍ରୋଟୋକଲ୍ ଉଲଙ୍ଘନ କଲେ ବିବାହ ମଣ୍ଡପ ସିଲ୍ କରାଯିବ।

ଏପ୍ରିଲ ୧୬ ତାରିଖ, ଶୁକ୍ରବାର ସକାଳ ୬ଟା ରୁ ନୂଆ ଗାଇଡଲାଇନ୍ ଲାଗୁ ହୋଇଛି। ଗାଇଡଲାଇନ୍ ଉଲଙ୍ଘନ କଲେ ଭାରି ଜରିମାନା ଓ ଦଣ୍ଡ ବିଧାନ ରହିଛି। ଗୃହ ବିଭାଗ ସ୍ପଷ୍ଟ ଭାବେ କହିଛି ଯେ ଗାଇଡଲାଇନ୍ ପାଳନ ନ କଲେ ଗମ୍ଭୀର ପରିଣାମ ଭୋଗିବାକୁ ପଡିବ। ଅଲଗା ଅଲଗା ନିୟମ ପାଇଁ ଅଲଗା ଅଲଗା ଜରିମାନା ନିର୍ଦ୍ଧାରିତ କରାଯାଇଛି।

କେଉଁ ନିୟମ ଉଲଙ୍ଘନ କଲେ କେତେ ଜରିମାନା ଜାଣନ୍ତୁ-

୧. ମାସ୍କ ନ ପିନ୍ଧିଲେ ୫୦୦ ଟଙ୍କା ଜରିମାନା

୨. ମାସ୍କ ନ ପିନ୍ଧି ଗ୍ରାହକଙ୍କୁ ଜିନିଷ ଦେଲେ ଦୋକାନୀକୁ ୫୦୦ ଟଙ୍କା ଜରିମାନା

୩. ସାମାଜିକ ଦୂରତା ପାଳନ ନ କଲେ ୧୦୦ ଟଙ୍କା ଜରିମାନା

୪. ସାର୍ବଜନିକ ସ୍ଥାନରେ ଛେପ ପକାଇଲେ ୨୦୦ ଟଙ୍କା ଜରିମାନା

୫. ସାର୍ବଜନିକ ସ୍ଥାନରେ ମଦ, ଗୁଟକା ଓ ପାନ ଖାଇଲେ ୫୦୦ ଟଙ୍କା ଜରିମାନା

୬. ଉପଖଣ୍ଡ ଅଧିକାରୀଙ୍କୁ ସୂଚନା ନ ଦେଇ ବାହାଘର କଲେ ୫ ହଜାର ଟଙ୍କା ଜରିମାନା

୭. ବିବାହ ସମାରୋହରେ ୫୦ରୁ ଅଧିକ ଲୋକ ସାମିଲ ହେଲେ ଅୟୋଜନକର୍ତ୍ତାଙ୍କୁ ୨୫ ହଜାର ଟଙ୍କା ଜରିମାନା

୮. ବିନା ମାସ୍କରେ ପରିବହନ କଲେ ୫୦୦ ଟଙ୍କା ଜରିମାନା

୯. କାର୍ଯ୍ୟସ୍ଥଳକୁ ନିୟମିତ ସାନିଟାଇଜ ନ କଲେ ୧୦ ହଜାର ଟଙ୍କା ଜରିମାନା

୧୦. ଅନୁମତି ବିନା ସାର୍ବଜନିକ କାର୍ଯ୍ୟକ୍ରମ କଲେ ୧୦ ହଜାର ଟଙ୍କା ଜରିମାନା

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ