ଦେଶ ବିଦେଶ ମନୋରଞ୍ଜନ

ବିବାହ ବନ୍ଧନରେ ବାନ୍ଧିହେଲେ ରାଜକୁମାର-ପତ୍ରଲେଖା,

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ଦୁଇ ପ୍ରେମପକ୍ଷୀ । ଅନେକ ଦିନରୁ ଆସୁଥିବା ଖବରର ଅନ୍ତ ଘଟିଛି । ଶେଷରେ ବିବାହ କରିଛନ୍ତି ବଲିିଉଡ୍ ଅଭିନେତା ରାଜକୁମାର ରାଓ ଏବଂ ପତ୍ରଲେଖା । ଉଭୟ ପରସ୍ପରକୁ ଦୀର୍ଘ ୧୧ ବର୍ଷ ଧରି ଡେଟ୍ କରିଆସୁଥିଲେ । ଆଉ ଉଭୟ କରିଛନ୍ତି ବିବାହ, ପରସ୍ପରକୁ କରିଛନ୍ତି ଜୀବନସାଥୀ । ନିଜର କିଛି ଖାସ ବନ୍ଧୁ ଏବଂ ପରିବାର ବର୍ଗଙ୍କ ଗହଣରେ କରିଛନ୍ତି ବିବାହ । ବିବାହର ଫୋଟୋକୁ ଉଭୟ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

ଏହି ଫୋଟୋଗୁଡ଼ିକୁ ସେୟାର କରିବା ସହ ରାଜକୁମାର ପତ୍ରଲେଖାଙ୍କୁ ବିଷୟରେ ଅନେକ ରୋମାଣ୍ଟିକ କଥା ଲେଖିଛନ୍ତି । ସେ ଲେଖିଛନ୍ତି ‘ଦୀର୍ଘ ୧୧ ବର୍ଷ ପରେ ମୁଁ ତାଙ୍କୁ ବିବାହ କରିଛି ଯିଏ ମୋ ଜୀବନର ସବୁକିଛି । ’ ଦେଖନ୍ତୁ ଉଭୟଙ୍କର ବିବାହ ଫୋଟୋ…

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ