ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବିପର୍ଯ୍ୟୟ ଘଟାଇଲେ ଯୁବ ଗ୍ରାଣ୍ଡମାଷ୍ଟର୍ ପ୍ରଜ୍ଞାନନ୍ଦା, ବିଶ୍ୱ ଚାମ୍ପିଅନ କାର୍ଲସେନଙ୍କୁ ପୁଣି ଥରେ ହରାଇଲେ

ନୂଆଦିଲ୍ଲୀ, ୨୨/୦୫: ଭାରତର ଯୁବ ଗ୍ରାଣ୍ଡମାଷ୍ଟର ରମେଶବାବୁ ପ୍ରଜ୍ଞାନନ୍ଦା ପୁଣିଥରେ ବିଶ୍ୱ ଚାମ୍ପିଅନ୍‌ ମାଗନସ୍‌ କାର୍ଲସେନ୍‌ଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି । ଏହି ବିଜୟ ସହ ସେ ଚଳିତ ଚେସେବଲ୍‌ ମାଷ୍ଟର୍ସ ଅନ୍‌ଲାଇନ୍‌ ‌ରାପିଡ୍‌ ଚେସ୍‌ ଟୁର୍ଣ୍ଣାମେଣ୍ଟର ନକ୍‌ଆଉଟ୍‌ ରାଉଣ୍ଡରେ ପ୍ରବେଶ କରିବାର ସୁଯୋଗ ସୃଷ୍ଟି କରିଛନ୍ତି ।

୧୬ ବର୍ଷୀୟ ପ୍ରଜ୍ଞାନନ୍ଦା ଗତ ଫେବ୍ରୁଆରୀ ମାସରେ ଅନୁଷ୍ଠିତ ଏୟାରଥିଙ୍ଗ୍‌ସ ମାଷ୍ଟର୍ସରେ ପ୍ରଥମ ଥର କାର୍ଲସେନ୍‌ଙ୍କୁ ହରାଇ ଥିଲେ । ଚଳିତ ଟୁର୍ଣ୍ଣାମେଣ୍ଟରେ ମଧ୍ୟରେ ସେ ପୂର୍ବ ପ୍ରଦର୍ଶନ ଦୋହରାଇବାରେ ସଫଳ ହୋଇଛନ୍ତି । ଚେନ୍ନାଇର ଏହି ପ୍ରତିଭାବାନ ଖେଳାଳି ଗତ ମାସ ରେକ୍‌ଜାଭିକ୍‌ ଓପନ ଚାମ୍ପିଅନ୍‌ ହୋଇଥିବାବେଳେ ଲା’ ରୋଡା ଓପନରେ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ