ଦେଶ ବିଦେଶ ମନୋରଞ୍ଜନ

ବିନା ଟିକେଟ୍‌ରେ ଟ୍ରେନ୍‌ରେ ଯାତ୍ରା କରୁଥିଲେ ବିଗ୍ ବି, ଟିଟିଇ ଆସିଲା ପରେ…

ମୁମ୍ବାଇ ୦୧/୧୦: କୌନ ବନେଗା କରୋଡପତୀର ଅମିତାଭ ବଚ୍ଚନ ଦର୍ଶକ ଏବଂ ପ୍ରତିଯୋଗୀଙ୍କୁ ମଜାଳିଆ କାହାଣୀ କହିବା ଜାରି ରଖିଛନ୍ତି। ଲାଟେଷ୍ଟ ଏପିସୋଡରେ ସେ ତାଙ୍କର ଏକ କାହାଣୀ ସେୟାର କରିଛନ୍ତି, ଯେତେବେଳେ ସେ ବିନା ଟିକେଟରେ ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ଧରାପଡିଥିଲେ । ବିଗ୍ ବି କହିଛନ୍ତି ଯେ ସେ ସାଙ୍ଗମାନଙ୍କ କଥାରେ ପଡି ଚାଲିଯାଇଥିଲେ କିନ୍ତୁ ଭିତରୁ ଯିବାପରେ ତାଙ୍କ ଅବସ୍ଥା ଖରାପ ହୋଇଯାଇଥିଲା।

ଅମିତାଭ କହିଛନ୍ତି, ସେତେବେଳେ ସେ ୟଙ୍ଗ ଥିଲେ ଏବଂ ସାଙ୍ଗମାନଙ୍କ ସହିତ ଥିଲେ। ସେ କହିଛନ୍ତି, ମୁଁ ବିନା ଟିକେଟରେ ଯାତ୍ରା କରିବାକୁ ଡରୁଥିଲି, କିନ୍ତୁ ସାଙ୍ଗମାନେ ମାନିନଥିଲେ। ଯେତେବେଳେ TTE ଆସିଲା ଆମେ ଧରା ପଡିଲୁ। ସେ ଚେନ୍ ଟାଣି ଆମକୁ ବାହାରକୁ ବାହାର କରିଦେଲେ। ମୁଁ ରାତି ସାରା କବାଟ ପାହାଚରେ ବସି ଯାତ୍ରା କରିଥିଲି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ