ଅପରାଧ ରାଜ୍ୟ

ବିଦ୍ୟୁତ ବିଭାଗର ଅବହେଳା, କରେଣ୍ଟ ଲାଗି ତିନି ଗୋରୁ ମୃତ

ଆଠମଲିକ ୦୪/୦୭: ଆଠମଲ୍ଲିକ ବିଦ୍ୟୁତ ବିଭଗର ଅବହେଳା । ଫଳରେ ଟ୍ରାନ୍ସଫର୍ମର କରେଣ୍ଟ ଲାଗି ତିନି ବଳଦର ଜୀବନ ଗଲା । କ୍ଷତିପୂରଣ ସହିତ ବିଦୁତ ଟ୍ରାନ୍ସଫର୍ମର ଚାରି ପାଖରେ ସୁରକ୍ଷା ପାଚେରୀ ନିର୍ମାଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।

ସୂଚନା ମୁତାବକ ଆଠମଲ୍ଲିକ ଥାନା ହିଂମଣ୍ଡଳ ଗ୍ରାମର ଲଡୁପ୍ରଧାନ ,ବିଭୁତି ସାହୁ ,ନନ୍ଦକିଶୋର ମହାକୁଡ଼ ଆଦି ଗ୍ରାମ ବାସୀଙ୍କର ଟ୍ରାନ୍ସଫର୍ମର ନିକଟକୁ ବଳଦ ଚରିବାକୁ ଯାଇ କରେଣ୍ଟ ଲାଗି ତିନୋଟି ବଳଦଙ୍କର ଜୀବନ ଯାଇଛି । ଏ ବିଷୟରେ ବିଦୁତ ବିଭାଗ sdo ଅକ୍ଷୟ ସାହୁଙ୍କୁ ପଚରିବାରୁ ସେ କହିଛନ୍ତି ଟ୍ରାନ୍ସଫର୍ମର ଚାରି ପାଖରେ ଆଗକୁ ପାଚେରୀ ନିର୍ମାଣ ହେବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।