ଦେଶ ବିଦେଶ ରାଜନୀତି

ବିଜୟ ଅଭିମୁଖେ ରିବାବା ଜାଡେଜା, ଜାଣନ୍ତୁ ଏପର୍ଯ୍ୟନ୍ତ କେତେ ଭୋଟରେ ଆଗୁଆ

ବ୍ୟୁରୋ : ଉତ୍ତର ଗୁଜରାଟର ଜାମନଗର ଆସନରୁ ବିଜେପିରୁ ପ୍ରାର୍ଥୀ ହୋଇଥିବା କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା ଜାଡେଜା ଏବେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କ ଠାରୁ ୩୫ ହଜାରରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି । ରିବାବାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ବିପେନ୍ଦ୍ରସିଂ ଜାଡେଜା ଓ ଆମ୍ ଆଦମୀ ପାର୍ଟିର କରସନ କର୍ମୁରଙ୍କୁ ପଛରେ ପକାଇ ଦେଇଛନ୍ତି ।

ଜାମନଗର ଉତ୍ତର ବିଧାନସଭାରେ ପ୍ରତିଥର ବିଧାୟକ ବଦଳିଥାନ୍ତି । କେବେ କଂଗ୍ରେସ ତ କେବେ ବିଜେପି ପ୍ରାର୍ଥୀ ସେଠାରୁ ବିଜୟ ହୋଇଥାନ୍ତି । ହେଲେ ଏଥର କଂଗ୍ରେସ ଓ ବିଜେପି ସହ ଟକ୍କରକୁ ଆସିଥିଲା ଆମ୍ ଆଦମୀ ପାର୍ଟି । ସଦ୍ୟ ଫଳାଫଳ ମୁତାବକ ଏଥର ବିଜେପି ଓ ଆମ୍ ଆଦମୀ ପାର୍ଟି ମଧ୍ୟରେ ଟକ୍କର ଚାଲିଥିବା ବେଳେ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର