ଅପରାଧ ରାଜ୍ୟ

ବିଏମ୍‌ସି ଅଫିସରୁ ଫାଇଲ୍‌ ଗାଏବ ଘଟଣା, କ୍ରାଇମବ୍ରାଞ୍ଚ EOWକୁ ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ

ଭୁବନେଶ୍ୱର ୨୮।୧୧ : ବିଏମ୍‌ସି ଅଫିସରୁ ଫାଇଲ ଗାଏବ ଘଟଣା । ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଇଓଡବ୍ୟୁକୁ ନିର୍ଦ୍ଦେଶ ଦେଲେ ଲୋକୟୁକ୍ତ । ଫେବୃଆରୀ ୨୦୨୩ରେ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ ।

ଖବର ଅନୁଯାୟୀ, ବିଏମ୍‌ସିର ଇଞ୍ଜିନୟରିଂ ବିଭାଗରୁ ଏକ ଫାଇଲ୍‌ ଗାଏବ ହୋଇଥିଲା । ବିଏମସି ଇଂଜିନୟରିଂ ବିଭାଗରେ ଲୋକାଲ ଅଡିଟ୍ ବେଳେ ୨୦୧୧-୧୨ରୁ ୧୬-୧୭ ମଧ୍ୟରେ ୫୩୦ ଫାଇଲରୁ ୧୨୧ଟି ଫାଇଲ ଦାଖଲ ହୋଇଥିଲା । ବାକି ୪୯୦ ଫାଇଲରୁ ୭୪ ଫାଇଲର ପତ୍ତା ପାଇନଥିଲା ଲୋକାଲ ଅଡିଟ । ଯେଉଁଥିରେ ୭୪ କୋଟି ଘୋଟାଲା ହୋଇଥିବା ସନ୍ଦେହ କରାଯାଉଛି । ଆଉ ଏବେ ଏହି ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚର ଇଓଡବ୍ୟୁଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ । ଖୁବଶୀଘ୍ର ମାନେ ୨୦୨୩ରେ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।