ରାଜ୍ୟ

ବାହାନଗା ରେଳ ଦୁର୍ଘଟଣା: ମୃତକଙ୍କ ପକେଟରୁ ମିଳିଲା ଆଧାର କାର୍ଡ, ଏମ୍ସକୁ ଫେରିଲା ମୃତଦେହ

ଭୁବନେଶ୍ୱର: ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିବା ଲୋକଙ୍କ ଭିତରୁ ଜଣଙ୍କ ମୃତଦେହ ଭୁଲବଶତଃ ପଶ୍ଚିମବଙ୍ଗ ଚାଲିଯାଇଥିଲା।ମୃତକଙ୍କ ପକେଟରୁ ମିଳିଲା ଆଧାର କାର୍ଡ। ଏଥିରୁ ଜଣାପଡ଼ିଲା ଏହା ପଶ୍ଚିମବଙ୍ଗ ନୁହେଁ ବିହାରର ମୃତଦେହ। ପଶ୍ଚିମବଙ୍ଗର ଡିଏମ୍ ଗାଁର ସରପଞ୍ଚଙ୍କ ଫୋନ ମାଧ୍ୟମରେ ଯୋଗାଯୋଗ କରିବା ପରେ ପୁଣି ପରିବାର ପାଖକୁ ମୃତଦେହ।
ପରିବାର ଲୋକ ୫ ଦିନ ଧରି ହସ୍ପିଟାଲ ବାହାରେ ନିଜ ସମ୍ପର୍କୀୟଙ୍କ ମୃତଦେହ ପାଇଁ ଅପେକ୍ଷା କରିଛନ୍ତି। ମୃତଦେହ ଚିହ୍ନଟ ପାଇଁ ଡିଏନଏ ସାମ୍ପଲ ମଧ୍ୟ ଦେଇଛନ୍ତି।କିନ୍ତୁ ଡିଏନଏ ରିପୋର୍ଟ ଆସିବା ଆଗରୁ କେମିତି ମୃତଦେହ ପଶ୍ଚିମବଙ୍ଗ ପଳେଇଲା, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।