ଅପରାଧ ରାଜ୍ୟ

ବାଲ୍ୟ ବିବାହ ପାଇଁ ଚାଲିଥିଲା ଯୋଜନା; ନାବାଳିକାଙ୍କୁ ଉଦ୍ଧାର କଲା ବାଲେଶ୍ୱର ଚାଇଲ୍ଡ ଲାଇନ୍‌ ଟିମ୍‌

ନୀଳଗିରି ୦୯/୦୯: ବାଲ୍ୟ ବିବାହ ବେଳେ ବାଲେଶ୍ଵର ଚାଇଡ଼ଲଲାଇନ ଚଢ଼ଉ କରିଛି। ବାଲେଶ୍ଵର ଜିଲ୍ଲା ନୀଳଗିରି ଏନଏସି ଗୁଡ଼ିପାଟଣା ଗାଁରେ ଏଭଳି ଘଟଣା ଘଟିଛି। ଆଜି ଏହି ଗାଁର ଜନୈକ ନାବାଳିକା ଜଣେ ନାବାଳକଙ୍କ ସହିତ ପ୍ରେମ ସମ୍ପର୍କ ଥିବାରୁ ପଳାଇ ଯାଇଥିଲେ।ପୁଣି ଘରକୁ ଆସି ବିବାହ କରିବାକୁ ଯୋଜନା କରୁଥିଲେ।

ବିଶେଷ ସୂତ୍ରରୁ ଏହି ଖବର ପାଇ ଚାଇଲଡ଼ ଲାଇନ ଚଢ଼ାଉ କରି ଉଭୟଙ୍କୁ ଉଦ୍ଧାର କରି ନୀଳଗିରି ଥାନାରେ ଜିମା ଦେଇଥିଲେ। ବେଆଇନ ଭାବେ ଏଭଳି କରିଥିବାରୁ ତଦନ୍ତ ପରେ ଉଭୟଙ୍କୁ ବାଲେଶ୍ଵର ଶିଶୁ ମଙ୍ଗଳ କମିଟିରେ ରଖାଯିବ ବୋଲି ଚାଇଲ୍ଡ ଲାଇନ୍‌ ଅଧିରକାରୀ ପଞ୍ଚାନନ ତ୍ରିପାଠି କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।