ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ୨୦୨୨ ରେ ଭାରତରେ ହେବ ମହାପ୍ରଳୟ | baba vanga predictions about 2022

ନମସ୍କାର
ଏହି ବିଶେଷ ଉପସ୍ଥାପନାକୁ ମୁଁ ଲଭ୍‌ଲ୍ଲି ଆପଣମାନଙ୍କୁ ସ୍ୱାଗତ କରୁଛି |
ନୂଆବର୍ଷ ୨୦୨୨ମସିହା ପାଇଁ ବହୁ ଭବିଷ୍ୟବକ୍ତା ମାନଙ୍କର ବହୁ
ଭବିଷ୍ୟବାଣୀ ପ୍ରସାରିତ ହେଉଥିବା ବେଳେ ପ୍ରସିଦ୍ଧ ରହସ୍ୟମୟୀ ଭବିଷ୍ୟବକ୍ତା ବାବା ଭେଙ୍ଗାଙ୍କ ମଧ୍ୟ
ଭବିଷ୍ୟବାଣୀ ଗ୍ରନ୍ଥ ଶୁଣାଇଛନ୍ତି | ୧୯୯୬ ମସିହାରେ ବାବା ଭେଙ୍ଗାଙ୍କର ସ୍ୱର୍ଗବାସ ହୋଇଛି |
ଆସ୍ତାଭ୍ରେମି କିଛି ଭବିଷ୍ୟବାଣୀ ପ୍ରକାଶ କରିଛନ୍ତି |
୨୦୨୨ ପାଇଁ ବାବା ଭେଙ୍ଗାଙ୍କର ଗୋଟିଏ ବାଣୀ ହେଉଛି, ଜଳସଂଙ୍କଟ
ନଦୀ ଗୁଡିକର ପ୍ରଦ୍ୟୁଷଣ ହେତୁ ଆସନ୍ତ| ବର୍ଷ ଜଳ ସଙ୍କଟ ଦେଖାଦେବ,
ନୂତନ ଉତ୍ସରୁ ପାଣି ପିଇବା ପାଇଁ ଅନେକ ଉପାୟ ମଧ୍ୟ ସେମାନେ ପ୍ରଜତ୍ନ କରିବେ ଏବଂ ସେ ମଧ୍ୟ ଏହା କହିଛନ୍ତି ଯେ ୨୦୨୨ ରେ ପଙ୍ଗପାଳ ଆକ୍ରମଣ ହେବବୋଲି କହିଛନ୍ତି |
ତାଙ୍କ କହିବା ଅନୁଯାଇ ତାପମାତ୍ରା ୫୦ଡିଗ୍ରୀ ହେବା ଫଳରେ ପଙ୍ଗପାଳ କ୍ଷେତରେ ଆକ୍ରମଣ କରିବ |
ଫଳରେ ଫସଲ ଗୁଡିକ ନଷ୍ଟହେବ ସାରା ବିଶ୍ୱରେ ଅନାହାର ଦେଖାଦେବ |
ଏଲିୟନମାନେ ପୃଥିବୀକୁ ଆକ୍ରମଣ କରିବେ ବୋଲି ମଧ୍ୟ ସେ କହିଛନ୍ତି
ଏଲିୟନମାନେ ପୃଥିବୀପୃଷ୍ଠରେ ଅମୁଆ-ମୁଆ ନାମରେ ଏକ ଗ୍ରହାଣୁ ନିକ୍ଷେପ କରିବେ |
ଏହାଛଡା ତୁଷାରରେ ଜମାଟ ବାନ୍ଧି ହୋଇଥିବା ଗୋଟିଏ ନୂଆ ମାରାତ୍ମକ ଭୂତାଣୁ ସାଇବେରିଆରୁ ଆବିଷ୍କାର ହେବବୋଲି ମଧ୍ୟ ସେ କହିଯାଇଛନ୍ତି |
୨୦୨୨ ମସିହାରେ ଅଷ୍ଟ୍ରେଲିଆ ସମେତ କେତେକ ଏସିୟ ରାଷ୍ଟରେ ବନ୍ୟା ହେବ ବୋଲି ମଧ୍ୟ କହିଛନ୍ତି |
ତେବେ ଆସନ୍ତୁ ବିସ୍ତୃତଭାବେ ଜ|ଣିବା ବାବା ଭେଙ୍ଗା ଆହୁରି ମଧ୍ୟ କଣ କହିଯାଇଛନ୍ତି |
ଅଧିକ ସମୟ ଲୋକମାନେ ଫୋନ୍ ଓ ଗ୍ୟାଜେଟ୍ ଆଦିରେ ଅନଲାଇନ୍ ରେ ମଗ୍ନରହିବା ହେତୁ ଅନେକ କିଛି ବିପଦଜନକ ପରିସ୍ଥିତି ସୃଷ୍ଟିହେବ କାରଣ କଳ୍ପନା ଓ ବାସ୍ତବକୁ ନ ଜାଣିପାରି ଲୋକମାନଙ୍କର ମତିଭ୍ରମ ଘଟିବ |
ବୁଲୁଗେରିଆରେ ରହୁଥିବା ବାବା ଭେଙ୍ଗା ଜଣେ ଦୃଷ୍ଟିହିନ ହୋଇଥିଲେ ମଧ୍ୟ ସେ ଭବିଷ୍ୟତକୁ ବହୁ ସ୍ପଷ୍ଟଭାବେ ଦେଖି ପାରୁଥିଲେ ତାଙ୍କର ଅନେକ ଗୁଡିଏ ଭବିଷ୍ୟତବାଣୀ ସତ ହୋଇଛି ବୋଲି ବିଶ୍ୱାସ କରାଯାଏ |
ତେବେ ସେ ୨୦୨୨ ପାଇଁ ସେ ଅନେକ ଗୁଡିଏ ଭବିଷ୍ୟତ ବାଣୀ କରିଯାଇଛନ୍ତି |
ଜଳ ଅଭାବରୁ ଲୋକମାନେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ମଧ୍ୟ ହେବେ
ସାଇବେରିଆରେ ମିଳିବ ବିପଦଜନକ ଭାଇରସ ,
ଦୁନିଆରେ ବୃଦ୍ଧି ପାଉଥିବା ଗ୍ଲୋବାଲ ୱାର୍ଣ୍ଣି ଚଳିତ ବର୍ଷ ପ୍ରଳୟ ସିଦ୍ଧ ହେବ |
ଗରମ ବୃଦ୍ଧି ପାଉଥିବାରୁ ସାଇବେରିଆରେ ବରଫ ଧିରେ ଧିରେ ତରଳିବ
ଫଳରେ ବୈଜ୍ଞାନିକଙ୍କୁ ଏକ ମାରାତ୍ମକ ଭୂତାଣୁ ମିଳିବ
ଏହି ଭୂତାଣୁ ସଂକ୍ରମିତ ହେବ ଏବଂ ଏହି ଭୂତାଣୁ ଖୁବଶୀଘ୍ର ତାର ବିସ୍ତାର ମଧ୍ୟ କରିବ
ଏହି ଭୂତାଣୁକୁ ମୁକାବିଲା କରିବାକୁ ସମସ୍ତ ବିଧି ବ୍ୟବସ୍ଥା ମଧ୍ୟ ବିଫଳ ରହିବ |
ଭାରତରେ ତାପମାତ୍ରା ୫୦ ଡିଗ୍ରୀ ଛୁଇଁବା ଫଳରେ ଏହି ଭୂତାଣୁ ର ପ୍ରଭାବ ଭାରତରେ ମଧ୍ୟ ଦେଖାଦେବ |
ତାପମାତ୍ରା ବୃଦ୍ଧି ହେତୁ ପଙ୍ଗପାଳର ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ,
ସେମାନେ କୋଟି କୋଟି ସଂଖ୍ୟାରେ ସବୁଜ ଅଂଚଳରେ ଫସଲ ଆଦି ନଷ୍ଟ କରିବେ ଏହା ଦ୍ୱାରା ଦେଶରେ ଦୁର୍ଭିକ୍ଷ ପରିସ୍ଥିତି ସୃଷ୍ଟିହେବ |
ତେବେ ଦର୍ଶକ ବଂଧୁ ବାବାଙ୍କର ଏହି ଭବିଷ୍ୟ ବାଣୀଙ୍କୁ ନେଇ ସାରା ବିଶ୍ୱ ଏକ ପ୍ରକାର ଚିନ୍ତାରେ ରହିଛି |
ତେବେ ବାବାଙ୍କର ପୂର୍ବରୁ ଯାହା କିଛି ଭବିଷ୍ୟତ ବାଣୀ ଥିଲା ତାହା ସତ ବୋଲି ପ୍ରମାଣିତ ହୋଇଛି |
ତେବେ ୨୦୨୨ କୁ ନେଇ ବାବାଙ୍କର ବାଣୀ ଯଦି ସତ ହୁଏ
ଆମଦେଶ ଏବଂ ସାରା ବିଶ୍ୱ ଅର୍ଦ୍ଧପତନ ଆଡକୁ ଗତି କରିବ |
ତେବେ ଦର୍ଶକବଂଧୁ ଏ ସମ୍ପର୍କରେ ଆପଣଙ୍କ ମତ|ମତ ଆମକୁ ନିଶ୍ଚୟଁ ଜଣାଇବେ |

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ