ଦେଶ ବିଦେଶ ମନୋରଞ୍ଜନ

ବାପା-ଝିଅଙ୍କ ଡ୍ୟାନ୍ସ ଯୋଡି ଜବରଦସ୍ତ, ସମସ୍ତଙ୍କୁ କରୁଛି ଦିଓ୍ୱାନା

ମୁମ୍ବାଇ ୧୯।୦୬ : ପ୍ରତ୍ୟେକ ବାପାମାଆ ସେମାନଙ୍କର ପିଲାମାନଙ୍କର ବିବାହ ପାଇଁ ଅନେକ ସ୍ୱପ୍ନ ଦେଖନ୍ତି ।କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେମାନଙ୍କ ପିଲାମାନଙ୍କର ବିବାହର ସମସ୍ତ ଦାୟିତ୍ବ ପୂରଣ କରିବା ଏବଂ ସେମାନଙ୍କ ବିବାହରେ ମଜା ଉଠାଇବା । ଏହିପରି ଗୋଟିଏ ପିତାଙ୍କୁ ଦେଖିବାକୁ ମିଳିଛି । ଯିଏ ନିଜ ଝିଅ ବାହାଘରରେ ଖୁବ୍‌ ନାଚିଛନ୍ତି । ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ।

ସମଗ୍ର ବିଷୟ ଜାଣିବା ପୂର୍ବରୁ, ଆପଣ ନିଶ୍ଚିତ ଭାବରେ ଏହି ଭିଡିଓ ଦେଖିବା ଉଚିତ୍ । ଯାହା ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଯେଉଁଥିରେ ଝିଅ ବିବାହରେ ବାପା ଖୁବ୍‌ ନାଚୁଥିବାର ଦେଖିବାକୁ ମିଳିଛି। ଠିକ୍‌ ସେ ନ ନାଚୁଥିଲେ ମଧ୍ୟ ଝିଅର ନାଚକୁ ଦେଖି ଫଲୋ କରୁଛନ୍ତି । ସବୁଠାରୁ ବଡ କଥା ହେଉଛି ପ୍ରଥମେ ଜଷ୍ଟିନ୍‌ ବିବର ଗୀତ ପରେ ନୋରା ଫତେହି ସାକି ସାକିରେ ହୁକ୍‌ ଅପ୍‌ ଷ୍ଟେପ୍‌ କରୁଥିବାର ଦେଖିବାକୁ ମିଳିଛି।

ଲସ୍ ଆଞ୍ଜେଲସରେ ରହୁଥିବା କୋରିଓଗ୍ରାଫର ଅନିଶା କୁଲା ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ବର୍ତ୍ତମାନ ତାଙ୍କର ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି । ଏଥିରେ ବାପ -ଝିଅ ଯୋଡିଙ୍କ ଲୋକମାନେ ପସନ୍ଦ କରୁଛନ୍ତି । ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧୫ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଥିବା ବେଳେ କମେଣ୍ଟରେ ଖୁବ୍‌ ପ୍ରଶଂସା କରାଯାଇଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ