ଦେଶ ବିଦେଶ ମନୋରଞ୍ଜନ

ବଲିଉଡରେ ଏଣ୍ଟ୍ରି କରିବେ ସୁହାନା । ସୂଚନା ଦେଲେ ଶାହାରୁଖ ।

ବାପାଙ୍କ ପରେ ଏବେ ବଲିଉଡରେ ନିଜ ଅଭିନୟର ଯାଦୁ ଦେଖାଇବେ ଝିଅ । ଖୁବ ଶିଘ୍ର ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଶାହାରୁଖଙ୍କ ଝିଅ ସୁହାନା । । ଏହି ଖବର ଅନେକ ଦିନ ଧରି ଶୁଣିବାକୁ ମିଳୁଥିବାବେଳେ ଏବେ ଏହି ଖବର ସ୍ପଷ୍ଟ ହୋଇଛି ।

ନିର୍ଦ୍ଦେଶିକା ଜୋୟା ଅଖତର ସୁହାନାଙ୍କୁ ଫିଲ୍ମରେ ବ୍ରେକ୍ ଦେବା ନେଇ ଚର୍ଚ୍ଚା ଜୋର ଧରିଛି । ସୁହାନା ନିକଟରେ ଜୋୟାଙ୍କ ଅଫିସରୁ ବାହାରୁଥିବାର ଏକ ଫଟୋ ଭାଇରାଲ ହେଉଛି । ସୁହାନା ନ୍ୟୁୟର୍କରେ ଅଭିନୟରେ ପାଠ୍ୟକ୍ରମ ଶେଷ କରିଛନ୍ତି । ସେ ଗତ ବର୍ଷ ନ୍ୟୁୟର୍କରୁ ଭାରତ ଆସିଛନ୍ତି । ସେ ଅନେକ ଭିଡିଓରେ ଓ ଛୋଟ ଚଳଚ୍ଚିତ୍ରରେ ମଧ୍ୟ ରୋଲ କରିଛନ୍ତି । ସୁହାନା ବଲିଉଡରେ ଅଭିନୟ କରିବାକୁ ଇଚ୍ଛୁକ ବୋଲି ଏକ ସାକ୍ଷାତକାରରେ କହିଛନ୍ତି ଶହାରୁଖ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ