ଅପରାଧ ରାଜ୍ୟ

ବନ୍ଧୁକ ଦେଖାଇ ୩ ଫଟୋଗ୍ରାଫରଙ୍କଠୁ ଲୁଟ୍, ୭ଲକ୍ଷ ଟଙ୍କାର କ୍ୟାମେରା ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ

ଟିଟିଲାଗଡ ୧୯।୭: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍ ପର୍ଯ୍ୟଟନସ୍ଥଳି ଭୀମଡୁଙ୍ଗୁରୀଠାରେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ତିନି ଜଣ ଫଟୋଗ୍ରାଫରଙ୍କଠାରୁ ଲୁଟ୍ ହୋଇଛି । ତିନି ଜଣ ଲୁଟେରା ବାଇକରେ ଆସି ଲୁଟି ନେଲେ ୭ ଲକ୍ଷ ଟଙ୍କାର କ୍ୟାମେରା ସାମଗ୍ରୀ I ବାଇକ୍ ଚାବି ମଧ୍ୟ ଲୁଟିନେଲେ ଲୁଟେରା I ଲୁଟର ଶିକାର ଯୁବକମାନେ ହେଲେ ରାହୁଲ ଜୁଆଡ଼, ସୁଶାନ୍ତ ଶେଖର ହୋତା ଓ ସୁନୀଲ ଭୋଇ I ଲୁଟେରାମାନେ ଗାଡି ନଂ ଓଡି୦୩୦୪୪୨ରେ ଆସି ଭୀମଡୁଙ୍ଗୁରୀ ବଟିଂ ପଏଣ୍ଟଠାରୁ ଲୁଟ କରି ଫେରାର ହୋଇଯାଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।