ଅପରାଧ ରାଜ୍ୟ

ବନ୍ଧୁକରୁ ଗୁଳି ଫୁଟାଇ ଧମକାଇଲେ, ଗିରଫ କଲା ପୋଲିସ

ଉଦଳା ୧୬।୬: ବନ୍ଧୁକ ଦେଖାଇ ଧମକାଇଲେ । ଗୁଳି ଫୁଟାଇ ଗିରଫ ହେଲେ ଯୁବକ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ନଛିପୁର ଗ୍ରାମରେ ।

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ନଛିପୁର ଗ୍ରାମର ପୂଜା ସିଂଙ୍କ ଝିଅ ଏବଂ ଭଉଣୀ ଗ୍ରାମ ନିକଟରେ ଏକ ଗଛ ମୂଳରେ ଛିଡା ହୋଇ କୋଳି ଖାଉଥିଲେ । ଏହି ସମୟରେ ଉକ୍ତ ଗ୍ରାମର କାଳିଆ ସେନାପତି ସେଠାରେ ପହଞ୍ଚି ଉଭୟଙ୍କୁ ଗାଳି ଗୁଲଜ କରିବା ସହ ଏକ ଦେଶୀ ବନ୍ଧୁକ ଦେଖାଇ ଭୟଭୀତ କରିଥିଲା । ଧମକ ମଧ୍ୟ ଦେଇଥିଲା । ଏହା ସହିତ ବନ୍ଧୁକରୁ ଗୁଳି ମଧ୍ୟ ଫୁଟାଇଥିଲା । ଏହି ଘଟଣାକୁ ନେଇ ପୂଜା ସିଂ ଉଦଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି । ଏହାସହ ଅଭିଯୁକ୍ତ ନିକଟରୁ ଏକ ଦେଶୀ ବନ୍ଧୁକ ଜବତ କରିଛି ପୋଲିସ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।