ଅପରାଧ ରାଜ୍ୟ

ବଡ଼ମ୍ବା ରେଞ୍ଜରୁ ହାତୀ କଙ୍କାଳ ମିଳିବା ଘଟଣା, ବନ୍ଧାହେଲେ ଆଉ ଜଣେ ଶିକାରୀ

ଆଠଗଡ ୨୦/୦୭: ବନଖଣ୍ଡ ବଡ଼ମ୍ବା ରେଞ୍ଜରୁ ହାତୀ କଙ୍କାଳ ମିଳିବା ଘଟଣା । ଆଉ ଜଣେ ଶିକାରୀଙ୍କୁ ଗିରଫ କଲା ବନବିଭାଗ । ଅଭିଯୁକ୍ତ ଜଣକ କାନପୁର ଥାନା ଜେନାପାଳ ଗାଁରୁ ଗିରଫ କରିଛି ବନ ବିଭାଗର ସ୍ୱତନ୍ତ୍ର ଟିମ୍ ।

ଅଭିଯୁକ୍ତ ଜଣକ ହେଲେ କାନପୁର ଥାନା ଅନ୍ତର୍ଗତ ଜେନପାଳ ଗାଁର ସନ୍ତୋଷ ସାହୁ । ଗତ ଜୁନ୍ ମାସ ୩ ତାରିଖ ଦିନ ଏସଟିଏଫ୍ ଉଦ୍ଧାର କରିଥିବା ଦାନ୍ତ ହାତୀର ଅସ୍ଥି କଙ୍କାଳ ଘଟଣାର ଅନ୍ୟତମ ଅଭିଯୁକ୍ତ ବୋଲି ସୂଚନା ଦେଇଛନ୍ତି ଆଠଗଡ଼ ଡିଏଫ୍ ଓ ସୁଦର୍ଶନ ଗୋପୀନାଥ ଯାଦବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।