ରାଜ୍ୟ ସ୍ପେଶାଲ ରିପୋର୍ଟ

ବଜ୍ରପାତରେ ଉଡ଼ିଗଲା ସ୍ବାମୀଙ୍କ ପ୍ରାଣବାୟୁ

ଠାକୁରମୁଣ୍ଡା: ବଡ଼ି ଭୋର ସମୟରେ ବର୍ଷା ହେବାରୁ ବାହାରେ ଶୁଖୁଥିବା ଲୁଗା ଆଣିବାକୁ ଯାଉଥିବା ବେଳେ ସ୍ତ୍ରୀ ବୁଧୁନିଙ୍କ ଉପରକୁ ବଜ୍ରପାତ ହେଲା। ତଳେ ପଡ଼ି ବୁଧୁନି ଚିତ୍କାର କରିବାରୁ ସ୍ବାମୀ  ବାଇଧର ସାସାଡ (୪୪) ତାଙ୍କୁ ଉଦ୍ଧାର କରିବାକୁ ଯାଉଥିଲେ। ହେଲେ ହଠାତ୍ ପୁଣି ବଜ୍ରପାତ ହେବାରୁ ବାଇଧରଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ। ଏଭଳି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ମହୁଲଡିହା ଥାନା ଅନ୍ତର୍ଗତ ଜରକ ଗ୍ରାମ ପଞ୍ଚାୟତର ମାଣିକ ସାହିରେ।

ଏଣେ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଜାମୁନାଳିଆ ଗ୍ରାମ ବୀରେନ୍ଦ୍ର କେରାଇ( ୫୦) ଓ ତୁରାମ ସଏ (୩୮)ଙ୍କ ଗାଈ ଓ ବାଛୁରୀ ସକାଳୁ ବଜ୍ରପାତରେ ପ୍ରାଣ ହରାଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।