ଦେଶ ବିଦେଶ ରାଶିଫଳ

ଫେବୃୟାରୀ ୨୭ରେ ମକର ରାଶିରେ ଶୁକ୍ରଙ୍କର ରାଶି ପରିବର୍ତ୍ତନ, ବଦଳିବ ଏହି ରାଶି ବ୍ୟକ୍ତିଙ୍କର ଭାଗ୍ୟ …

ମୁମ୍ବାଇ ୧୭।୦୨: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୧୨ଟି ରାଶି ରହିଛି । ଯେକୌଣସି ଗ୍ରହର ରାଶିର ପରିବର୍ତ୍ତନ ଯୋଗୁଁ ସମସ୍ତ ୧୨ଟି ଉପରେ ପ୍ରଭାବ ପଡିଥାଏ । କେତେକ ରାଶି ପାଇଁ ଭଲ ହୋଇଥାଏ ତ ଆଉ କେତେକ ପାଇଁ ଖରାପ । ଶୁକ୍ର ଗ୍ରହକୁ ଧନ ଏବଂ ବୈଭବର କାରଣ ବୋଲି ବିବେଚନା କରାଯାଏ । ତେବେ ଫେବୃଆରୀ ୨୭ରେ, ଶୁକ୍ର ମକର ରାଶିରେ ପ୍ରବେଶ କରିବେ । ଶୁକ୍ର ରାଶିଙ୍କର ରାଶି ପରିବର୍ତ୍ତନ ହେତୁ ବହୁତ ଲାଭ ମିଳିବର ସମ୍ଭାବନା ରହିଛି । ଚାଲନ୍ତୁ ଜାଣିବା କେଉଁ ରାଶିଙ୍କ ପାଇଁ ଶୁଭ ହେବାକୁ ଯାଉଛି ।

ମେଷ ରାଶି- ଶୁକ୍ରଙ୍କ ରାଶି ପରିବର୍ତ୍ତନ ଯୋଗୁଁ ଅନେକ ଶୁଭ ହେବାକୁ ଯାଉଛି । ଏହା ଦ୍ବାରା କ୍ୟାରିଅରରେ ଭଲ ପରିବର୍ତ୍ତନ ହେବ । ଏହି କାରଣରୁ ଆପଣ ଏକ ନୂତନ ଚାକିରିର ଅଫର୍ ପାଇପାରନ୍ତି । ବ୍ୟବସାୟୀମାନେ ହଠାତ୍ ଧନ ଲାଭ କରିପାରିବେ । ଅତୀତରେ କରାଯାଇଥିବା ନିବେଶରେ ଲାଭ ମିଳିପାରେ।

ବୃଷ ରାଶି- ଏହି ରାଶିରେ ଶୁକ୍ର ଆପଣଙ୍କ ରାଶି ପରିବର୍ତ୍ତନ ହେତୁ ଭାଗ୍ୟର ପୁରା ସହଯୋଗ ମିଳିବ । ଏହା ଦ୍ବାରା ପଦୋନ୍ନତିର ହେବାର ସମ୍ଭାବନା ରହିଛି। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କ ପାଇଁ ଭାଗ୍ୟର ପୂର୍ଣ୍ଣ ସମର୍ଥନ ମିଳିବ ।

ଧନୁ ରାଶି- ଏହି ରାଶିରେ ଶୁକ୍ରଙ୍କ ପ୍ରବେଶ ହେତୁ ଜୀବନରେ ଆର୍ଥିକ ସ୍ଥିତି ଦୃଢ ହେବ । ଆପଣ ଧାର୍ମିକ କାର୍ଯ୍ୟ କ୍ରମରେ ଅଂଶଗ୍ରହଣ କରିପାରିବେ। ଅଟକି ରହିଥିବା ଟଙ୍କା ମିଳିପାରେ । ସ୍ୱାସ୍ଥ୍ୟରେ ଉନ୍ନତି ଆସିବ ।

ମୀନ ରାଶି- ଏହି ରାଶିରେ ଶୁକ୍ରଙ୍କର ପ୍ରବେଶ ଶୁଭ ଫଳାଫଳା ପାଇବେ। ଆପଣ ବୃତ୍ତିଗତ ଜୀବନରେ ସଫଳତା ପାଇବେ । ଆପଣ ମାନସିକ ଏବଂ ଶାରୀରିକ ସ୍ତରରେ ସୁସ୍ଥ ଅନୁଭବ କରିବେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ