ମନୋରଞ୍ଜନ

ପ୍ରିୟାଙ୍କୁ ବାଟରେ କରୋନା କଣ୍ଟା

ପ୍ରିୟାଙ୍କ ବାଟରେ କରୋନା କଣ୍ଟା। ଓଲିଉଡ୍‌ର ନବାଗତ ନାୟିକା ପ୍ରିୟା ଗୋଟିଏ ପରେ ଗୋଟିଏ ମ୍ୟୁଜିକ୍ ଭିଡିଓରେ ଅଭିନୟ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କିନ୍ତୁ କରୋନା ପାଇଁ ତାଙ୍କ ଏକ ନୂଆ ମ୍ୟୁଜିକ୍‌ ଭିଡିଓର ସୁଟିଂ ଆରମ୍ଭ ହୋଇପାରୁନି।

ଗତ ମାର୍ଚ୍ଚ ୧୯ ତାରିଖରେ ହ୍ୟୁମାନ୍ ସାଗର୍‌ ‘ଆଖିରେ ଲୁହ ଦେଇ କେମିତି ଅଛୁ’ ଆଲବମ୍‌ରେ କଣ୍ଠଦାନ କରିଥିଲେ। ଓଡ଼ିଆ ହିଟ୍ସ ପକ୍ଷରୁ ନିବେଦିତ ଏହି ଗୀତର ନିର୍ଦ୍ଦେଶନା ନାଗାର୍ଜୁନ ଦେଇଥିଲେ। ତେବେ ଏହି ଗୀତର ଲୋକପ୍ରିୟତା ଦେଖି ଏହାକୁ ଆଲବମ୍‌ର ରୂପ ଦିଆଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ମାତ୍ର କରୋନା କଟକଣା କାରଣରୁ ବର୍ତ୍ତମାନ ଏହାର ସୁଟିଂ ବନ୍ଦ ହୋଇଯାଇଛି। ଆଲବମ୍‌ରେ ପ୍ରିୟାଙ୍କ ସହିତ ଆକାଶ ଅଭିନୟ କରିବେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ