ରାଜ୍ୟ ସ୍ପେଶାଲ ରିପୋର୍ଟ

ପ୍ରଶିକ୍ଷଣ ଶେଷ ପରେ ୧୩ ଡିଏସ୍‌ପିଙ୍କୁ ନିଯୁକ୍ତି

କଟକ: ବିଜୁ ପଟ୍ଟନାୟକ ପୁଲିସ ଏକାଡେମିରୁ ପ୍ରଶିକ୍ଷଣ ଶେଷ ହେବାପରେ ଆଜି ଓଡ଼ିଶା ପୁଲିସ ଏଷ୍ଟାବ୍ଲିସ୍‌ମେଣ୍ଟ୍ ପକ୍ଷରୁ ୧୩ଜଣ ଡିଏସ୍‌ପି ପାହ୍ୟାର ଅଧିକାରୀଙ୍କୁ ବଦଳି ଓ ନିଯୁକ୍ତି ଦିଆଯାଇଛି।

ଡିଏସ୍‌ପି ସମ୍ପତ କୁମାର ଦାଶଙ୍କୁ ସୋନପୁର, ବିଭୂତି ଭୂଷଣ ମହାପାତ୍ରଙ୍କୁ ଢେଙ୍କାନାଳ, ସୁବ୍ରତ କୁମାରଙ୍କୁ ରାଉରକେଲା, ଅମ୍ବିତ ମହାନ୍ତିଙ୍କୁ କେନ୍ଦୁଝର, ଉପାସନା ପାଢୀଙ୍କୁ କେନ୍ଦୁଝର, ସଚିନ ପଟେଲଙ୍କୁ ପୁରୀ, ଶ୍ରାବଣୀ ନାୟକଙ୍କୁ ଗଂଜାମ, ରଶ୍ମିରଂଜନ ସେନାପତିଙ୍କୁ ଭଦ୍ରକ, ସମ୍ବିତ କୁମାର ମାଝୀଙ୍କୁ ସୁନ୍ଦରଗଡ଼, ବିରଞ୍ଚି ନାରାୟଣ ଜଗତଙ୍କୁ କେନ୍ଦ୍ରାପଡ଼ା, ସୌମ୍ୟରଂଜନ ମଲ୍ଲିକଙ୍କୁ ଝାରସୁଗୁଡା, ମୀରା ନାୟକଙ୍କୁ ନୟାଗଡ଼ ଓ ମିନ‌ାକ୍ଷୀ ଠାକୁରଙ୍କୁ ଖୋର୍ଦ୍ଧାରେ ନିଯୁକ୍ତି ଦିଆଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।