ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ପ୍ରକାଶ ପାଇଲା ଓଜେଇଇ ଫଳାଫଳ, ୪୯,୨୬୭ ପିଲାଙ୍କୁ ମିଳିଲା ରାଙ୍କ୍ 6/11/2020

ଭୁବନେଶ୍ଵର ୦୬।୧୧: ପ୍ରକାଶ ପାଇଲା ଚଳିତ ବର୍ଷର ଓଡିଶା ଯୁଗ୍ମ ପ୍ରବେଶିକ ପରୀକ୍ଷା(ଓଜେଇଇ)ର ଫଳାଫଳ। ପରୀକ୍ଷା ଦେଇଥିବା ୪୯,୨୬୭ ପିଲାଙ୍କୁ ରାଙ୍କ ମିଳିଛି। ଚଳିତ ଓଜେଇଇରେ ବି.ଟେକ୍‌ରେ ଶୋଭିତ ପଟେଲ ଓ ଶ୍ୟାମସୁନ୍ଦର ପଟେଲ ଏମ.ଟେକ୍ ଟପ୍ପର ହୋଇଛନ୍ତି। ବୈଷେୟିକ ଶିକ୍ଷା ଓ ଦକ୍ଷତା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଫଳାଫଳ ଘୋଷଣା କରିଛନ୍ତି। ଏମବିଏରେ ଶୁଭକାନ୍ତ ସାହୁ, ଏମସିଏରେ ଜୟଦୀପ ଦେ, ବି ଫାର୍ମରେ ସୌମ୍ୟ ରଞ୍ଜନ ରାଉତରାୟ ଓ ଏମ ଫାର୍ମରେ ପରିମିତା ସାହୁ ଟପ୍ପର ହୋଇଛନ୍ତି। ୭୯ ହଜାର ୫୫୪ ଛାତ୍ର-ଛାତ୍ରୀ ପଞ୍ଜୀକରଣ କରିଥିଲେ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି