ରାଜନୀତି ରାଜ୍ୟ

ପୈଠ ହୋଇପାରୁ ନାହିଁ ବିଦ୍ୟୁତ ବିଲ୍, ବସୁଧା ଯୋଜନା ଠପ୍

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ପୈଠ ହୋଇପାରୁ ନାହିଁ ବିଦ୍ୟୁତ ବିଲ୍, ବସୁଧା ଯୋଜନା ଠପ୍

ଫିରିଙ୍ଗିଆ -କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ନୂଆପଦର ପଞ୍ଚାୟତ ଲତପଙ୍ଗିଆ ଗାଁ ର ଦୃଶ୍ୟ । ପୈଠ ହୋଇ ପାରୁନାହିଁ ବିଦ୍ୟୁତ ବିଲ୍ ଫଳରେ ବସୁଧା ଯୋଜନା ଠପ୍ ।ଏଠି ଜଳ ହିଁ ଜୀବନ ଜଳ ବିନା କେହି ବଞ୍ଚି ପାରିବେ ନାହିଁ  । ଫଳରେ ଏହାକୁ ଗୁରୁତ୍ଵ ଦେଇ ସରକାର ବସୁଧା ଯୋଜନା ରେ ସବୁ ଗ୍ରାମ କୁ  ପିଇବା ପାଣି ଯୋଗାଇ ଦିଆଯାଇଛି ସତ କାଳିପାଙ୍ଗା,ସୁଲେପଡା, ରୁଗୁଡିସାଇ,ଲତପଙ୍ଗିଆ, ଗାଁ ର ଅଧିକାଂଶ ଜନସାଧାରଣ ବସୁଧା ଯୋଜନା ମାଧ୍ୟମରେ ଯୋଗାଇ ଦିଆଯାଇଥିବା ପାନୀୟ ଜଳ ଉପରେ ଅଞ୍ଚଳ ବାସୀ ଭରଷା କରି ଥିବା ବେଳେ ବର୍ତ୍ତମାନ ତିନି ମାସ ହେଲା ପାନୀୟ ଜଳ ଯୋଗାଣ ବନ୍ଦ ରହିଥିବା ଅଞ୍ଚଳ ବାସୀ ଦାବି କରିଛନ୍ତି  । ଅଞ୍ଚଳ ବାସୀ ଙ୍କ ପାଇଁଁ ବସୁଧା ଯୋଜନା ମାଧ୍ୟମରେ ଆସୁଥିବା ପାନୀୟ ଜଳ ଉପରେ ନିର୍ଭର କରୁଥିବା ବେଳେ ପାନୀୟ ଜଳ ବନ୍ଧ ହୋଇ ଥିବା ଯୋଗୁ ଅଞ୍ଚଳରେ ବର୍ତ୍ତମାନ ପାନୀୟ ସମସ୍ୟା ପଡ଼ିବା ରେ ଲାଗିଛି । ଫଳରେ ପାଣି ଟୋପା ପାଇଁ ନାହିଁ ନଥିବା ଯନ୍ତ୍ରଣା । କିଏ ଗୋରାଏ ପାଣି ପାଇଁ ତ ଆଉ କିଏ ମାଠିଏ ପାଣି ପାଇଁ ନାଇଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରୁଗୁଡୁସାହି ରେ ଗୋଟିଏ ମାତ୍ର ନଳ କୂପ ସାହା ଭରଷା ଥିବା ବେଳେ ଅନେକ ଦିନ ରୁ ବନ୍ଦ ରହିଛି ଫଳରେ ଅଞ୍ଚଳ ବାସୀ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାର ହୋଉ ଥିବା ଅଭିଯୋଗ କରିଛନ୍ତି । ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ ମୁତାବକ ଦିର୍ଘ ତିନି ମାସ ହେବ ପାନୀୟ ଜଳ ବନ୍ଦ ରହିଛି ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କୈାଣସି ସମସ୍ୟା ସମାଧାନ ହୋଇ ପାରିନାହିଁ ବୋଲି କହିଛନ୍ତି । ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ ମୁତାବକ ସଠିକ ଭାବେ ବିଦ୍ୟୁତ ବିଲ୍ ଅର୍ଥ ବାକିଆ ରହିଥିବା ଯୋଗୁଁ ବିଦ୍ୟୁତ ସଂଯୋଗ କଟା ଯାଇଥିବା ଯୋଗୁଁ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଥିବା ଗ୍ରାମ ବାସୀ ଦାବି କରିଛନ୍ତି  । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରି ପାନୀୟ ଜଳ ସମସ୍ୟା ସମାଧାନ କରିବା ସହ କିଭଳି ତୁରନ୍ତ ଅଞ୍ଚଳ ବାସୀ ପାନୀୟ ଜଳ ପାଇ ପାରିବେ ସେଥି ନିମନ୍ତେ ଦୃଷ୍ଟି ଦେବାକୁ ଅଞ୍ଚଳର ଜନସାଧାରଣ ବିରୁପାକ୍ଷ କହଁର,ତୈନାଥ କହଁର,ବିନୁଙ୍ଗା କହଁର,ସଦାନନ୍ଦ କହଁର, ସନ୍ତୋଷ କହଁର,ଘାସିରାମ କହଁର,ଦିଆଭଞ କହଁର, ଲମ୍ବୋଦର କହଁର ସମେତ ଗ୍ରାମ ବାସୀ ଦାବି କରିଛନ୍ତି ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର