ଅପରାଧ ରାଜ୍ୟ

ପୂଜା ପୂର୍ବରୁ ମାତିଲେ ଦୁର୍ବୃତ୍ତ, ଚାନ୍ଦା ଆଦାୟକୁ ନେଇ ରେନ୍ ବାର୍‌ରେ ବୋମାମାଡ ସନ୍ଦେହ

ଭୁବନେଶ୍ୱର ୨୭/୦୯: ଲକ୍ଷ୍ମୀସାଗର ଥାନା ଅଧୀନରେ ଥିବା ରେନ୍ ବାର ରେ ବୋମା ମାଡ । ସୋମବାର ବିଳମ୍ବିତ ରାତିରେ ବାର ଭିତରେ ଗ୍ରାହକ ଓ କର୍ମଚାରୀ ଥିବା ବେଳେ ବାହାରେ ଏହି ବୋମା ମାଡ ହୋଇଛି ।

ଦୁଇଜଣ ଯୁବକ ବାଇକରେ ଆସି ବାର୍ ବାହାରେ ତିନୋଟି ବୋମା ପକାଇ ପଳାଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ପୂଜା ପୂର୍ବରୁ ଚାନ୍ଦା ଆଦାୟକୁ ନେଇ ଏହି ବୋମା ମାଡ କରାଯାଇଥିବା ବାର୍ ମାଲିକ ସନ୍ଦେହ କରୁଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।