ଅପରାଧ ରାଜ୍ୟ

ପୂଜା ପୂର୍ବରୁ ଆକ୍ସନ : ସାଲିଆସାହିରେ କମିଶନରେଟ୍‌ ପୋଲିସର ଚଢାଉ, ବିପୁଳ ପରିମାଣର ଦେଶୀ ମଦ ନଷ୍ଟ

ଭୁବନେଶ୍ବର ୨୦।୦୯: ଦଶହରା ପୂର୍ବରୁ ଆକ୍ସନ ମୁଡରେ କମିଶନରେଟ ପୋଲିସ । ଭୁବନେଶ୍ବର ସାଲିଆସାହିରେ ପୋଲିସର ଚଢାଉ । ଏହି ଚଢାଉରେ ସାମିଲ ଅଛନ୍ତି ଡିସିପି ପ୍ରତୀକ ସିଂହ ଏବଂ ପୋଲିସର ସ୍ବତନ୍ତ୍ର ସ୍କ୍ବାଡ୍ । ବିପୁଳ ପରିମାଣରେ ଦେଶୀ ମଦ ଜବତ ହୋଇଥିବା ସୂଚନା ।

ଖବର ଅନୁଯାୟୀ, ଭୁବନେଶ୍ୱର ସାଲିଆସାହିରେ ନିଶା କାରବାର ଖବର ପାଇଥିଲା ପୋଲିସ । ଯାହାକୁ ନେଇ ଚଢାଉ କରିଥିଲା କମିଶନରେଟ୍‌ ପୋଲିସ । ଏଥିରେ ଡିସିପି ପ୍ରତୀକ ସିଂହ ଓ ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ସାମିଲ ଥିଲେ । ଆଜିର ଏହି ଚଢାଉରେ ପୋଲିସକୁ ବିପୁଳ ପରିମାଣର ଦେଶୀ ମଦ ମିଳିଛି ।ଯାହାକୁ ଡିସିପିଙ୍କ ଉପସ୍ଥିତିରେ ନଷ୍ଟ ମଧ୍ୟ କରାଯାଉଛି । ଏପିରିକି କିଛି ମଦ ପ୍ରସ୍ତୁତ ସାମଗ୍ରୀ ମଧ୍ୟ ସିଜ୍‌ କରିଛି ପୋଲିସ । ଅନ୍ୟପଟେ ଦେଶୀ ମଦ କାର୍‌ବାର ଓ ପ୍ରସ୍ତୁତ ଅଭିଯୋଗରେ କିଛି ଲୋକଙ୍କୁ ତାଗିଦ୍‌ କରିଛି କମିଶନରେଟ୍‌ ପୋଲିସ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।