ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁରୀ ରଥଯାତ୍ରା ପାଇଁ ପାର୍କିଂ ବ୍ୟବସ୍ଥା: ଜାଣନ୍ତୁ କେଉଁଠି ରଖିବେ ଗାଡ଼ି

ରଥଯାତ୍ରାରେ ପୁରୀ ଯାଉଛନ୍ତି କି? ନିମ୍ନୋକ୍ତ ସୂଚନା ଆପଣଙ୍କ ଲାଗି ଗୁରୁତ୍ବପୂର୍ଣ୍ଣ। ଥରେ ଭଲ ଭାବେ ପଢ଼ିନିଅନ୍ତୁ।

ବସ୍‌

୧. ଭୁବନେଶ୍ବର ଦିଗରୁ ଆସୁଥିବା ବସ୍‌ ମାଳତୀପାଟପୁରରେ ପାର୍କିଂ ହେବ
୨. କୋଣାର୍କ ଦିଗରୁ ଆସୁଥିବା ବସ୍‌ ନାଗାପାଟଣାରେ ପାର୍କିଂ ହେବ
୩. ବ୍ରହ୍ମଗିରି ଦିଗରୁ ଆସୁଥିବା ନିୟମିତ ବସ୍‌ ଫ୍ଲୋରିସ ଇଣ୍ଡିଆରେ ପାର୍କିଂ କରିବେ
(ବସ୍‌‌ ଯାତ୍ରୀଙ୍କୁ ଏହି ବସ୍‌‌ ରହଣି ସ୍ଥଳରୁ ଆଣିବା ପାଇଁ ସ୍ବତନ୍ତ୍ର ଟାଉନ ବସ୍‌ ଚଳାଚଳ କରିବ)

ଟାଉନ ବସ୍‌‌ ଓ ଅଟୋ

ଆସିବେ: ତାଳବଣିଆ- ପେଣ୍ଠକଟା- ସୁନାରଗୌରାଙ୍ଗ ଛକ- ବିଏନ୍‌ଆର ହୋଟେଲ ଛକ- ୟୁଥ୍‌ ହଷ୍ଟେଲ୍‌- ନୀଳାଚଳ ଅର୍ବାନ ହାଟ- ଜିଲ୍ଳା ସ୍କୁଲ ଛକ
ଫେରିବେ: ଜିଲ୍ଲାସ୍କୁଲ ଛକ- ଘୋଡ଼ା ବଜାର- ରାମମନ୍ଦିର- ଓଡ଼ିଶା ବେକେରି- ସଦର ବ୍ଲକ୍‌ କାର୍ଯ୍ୟାଳୟ- ତାଳବଣିଆ

ଦୁଇଚକିଆ ଯାନ ରହଣି

ଜଗନ୍ନାଥ ବଲ୍ଲଭ, ନୀଳାଚଳ ଅଶୋକ, ବ୍ଲୁ ଫ୍ଲାଗ ବିଚ୍‌, ମଶାଣିଚଣ୍ଡୀ ଛକ, କୃଷକ ବଜାର, ମାଟିତୋଟା ପାର୍କିଂ

ଚାରି ଚକିଆ ରହଣି

ତାଳବଣିଆ ଇନ୍‌ଡୋର ଷ୍ଟାଡିୟମ୍‌, ହେଲିପ୍ୟାଡ୍‌, ଆଇଟିଆଇ କଲେଜ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ, ଯାତ୍ରିକା

ଜରୁରିକାଳୀନ ଯୋଗାଯୋଗ ନମ୍ବର

୧=ପୁଲିସ କଣ୍ଟ୍ରୋଲ ରୁମ: ୧୦୦, ୨=ଟାଉନ ଥାନା: ୦୬୭୫୨- ୨୨୨୦୩୯, ୩=ସମୁଦ୍ରତଟ ଥାନା: ୨୨୨୦୨୫, ୪=କୁମ୍ଭାରପଡ଼ା ଥାନା: ୨୨୨୦୧୪, ୫=ସିଂହଦ୍ବାର ଥାନା: ୨୨୬୨୧୧, ୬=ଜିଆର୍‌ପି ଥାନା: ୨୨୨୬୭୮, ୭=ପର୍ଯ୍ୟଟନ ପୁଲିସ ନିଃଶୁଳ୍କ ନମ୍ବର: ୧୮୦୦୨୦୦୨୫୨୪, ପର୍ଯ୍ୟଟନ ମୁଖ୍ୟ କଣ୍ଟ୍ରୋଲ ରୁମ୍‌: ୨୨୨୦୩୩, ୮=ଚିକିତ୍ସା ସହାୟତା ନମ୍ବର: ୧୦୨/ ୦୬୭୫୨-୨୨୩୭୪୨/୨୨୨୦୬୨, ୯=ରେଳ ଇନକ୍ବାରି ପାଇଁ: ୧୩୧/୨୨୬୭୧୭, ୧୦=ବସ୍‌ଷ୍ଟାଣ୍ଡ ଇନକ୍ବାରି ପାଇଁ: ୨୨୪୪୬୧, ୧୧=ଅଗ୍ନିଶମ କେନ୍ଦ୍ର କଣ୍ଟ୍ରୋଲ ରୁମ: ୧୦୧/ ୦୬୭୫୨-୨୨୨୧୦୧/ ୨୨୧୧୦୧, ୧୨=ଚାଇଲ୍‌ଡ ଲାଇନ୍‌ ଟୋଲ ଫ୍ରି ନମ୍ବର: ୧୦୯୮/ ୦୬୭୫୨-୨୯୯୦/୨୨୯୯୯୯

ସୂଚନା ସେବା ପାଇଁ ୧୧ କେନ୍ଦ୍ର (ହଜିବା/ଖୋଜିବାରେ ସହାୟକ)

୧. ସିଂହଦ୍ବାର ସୂଚନା କେନ୍ଦ୍ର, ୨. ଜଗନ୍ନାଥବଲ୍ଲଭ ସୂଚନାକେନ୍ଦ୍ର, ୩. ବଳଗଣ୍ଡି ସୂଚନା କେନ୍ଦ୍ର, ୪. ବଡ଼ଶଙ୍ଖ ସୂଚନା କେନ୍ଦ୍ର, ୫. ଗୁଣ୍ଡିଚାବାଡ଼ି ସୂଚନା କେନ୍ଦ୍ର, ୬. ରେଳ ଷ୍ଟେସନ ସୂଚନା କେନ୍ଦ୍ର, ୭. ସୁଭାଷ ବୋଷ ଛକ ସୂଚନା କେନ୍ଦ୍ର, ୮. ଦିଗବାରେଣୀ ସୂଚନା କେନ୍ଦ୍ର, ୯. ତାଳବଣିଆ ସୂଚନା କେନ୍ଦ୍ର, ୧୦. ପାନ୍ଥ ନିବାସ ସୂଚନାକେନ୍ଦ୍ର, ୧୧.ମାଳତୀପାଟପୁର ସୂଚନାକେନ୍ଦ୍ର

ପର୍ଯ୍ୟଟନ ସୂଚନା କେନ୍ଦ୍ର (ପର୍ଯ୍ୟଟନ କ୍ଷେତ୍ର ସମ୍ବନ୍ଧୀୟ ସୂଚନା ପାଇଁ)

୧=ରେଳ ଷ୍ଟେସନ, ୨=ତାଳବଣିଆ ବସ୍‌ଷ୍ଟାଣ୍ଡ, ୩=ଶରଧାବାଲି, ୪=ସୁଭାଷ ବୋଷ ଛକ, ୫=ସମୁଦ୍ରକୂଳ ମହୋଦଧି ନିବାସ ଓଟିଡିସି, ୬=ମାଳତୀପାଟପୁର, ୭=ନାଗାପାଟଣା, ୮=ଜଗନ୍ନାଥବଲ୍ଳଭ

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।