ପର୍ଯ୍ୟଟନ ରାଜ୍ୟ

ପିକ୍‌ନିକ୍‌ ପାଇଁ ସୌନ୍ଦର୍ଯ୍ୟକରଣ ଓ ବାଉଁଶ ପୋଲ ନିର୍ମାଣ, ଜାଣନ୍ତୁ ଏହି ସ୍ଥାନଟି କେଉଁଠି

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗାଙ୍ଗରାଜ ଗୁମା ନିକଟରେ ଥିବା ନଦୀରେ, ମନରେଗା ମାଧ୍ୟମରେ ବଡ଼ ବଡ଼ ପଥରରେ ଚିତ୍ର ଆଙ୍କିବା ସହ ଝରଣାରେ ବାଉଁଶ ଦ୍ୱାରା ପୋଲ ନିର୍ମାଣ କରାଯାଇଛି । ମାଥିଲି ବ୍ଲକ ଅଂଚଳର ଲୋକେ ବଣ ଭୋଜି କରିବାକୁ ଯାଉଥିବା ସ୍ଥଳେ ଉକ୍ତ ସ୍ଥାନରେ ଲଟା ବୁଦା ସହ ରାସ୍ତା ମଧ୍ୟ ନଥିଲା । ବର୍ତ୍ତମାନ ଜନସାଧାରଣ ଙ୍କ ସୁବିଧା ପାଇଁ ରାସ୍ତା ସହ ସମସ୍ତ ପ୍ରକାର ସୁବିଧା କରାଯାଉଅଛି । ସ୍ଥାନୀୟ ପଂଚାୟତର ପି.ଇ.ଓ. ଅଶୋକ ମହାରଣା ଜଣାଇଛନ୍ତି ପିଲାମାନଙ୍କ ପାଇଁ ଦୋଳି ଖସଡ଼ା ସହ ଭିଭନ୍ନ ଖେଳନା ରଖା ଯିବା ସହ ଆସନ୍ତା ଛ ମାସ ମଧ୍ୟରେ ଲୁହା ପୋଲ ନିର୍ମାଣ କରାଯିବ ବୋଲି କହିଛନ୍ତି ।

NewsLaxmi7

About Author

You may also like

ପର୍ଯ୍ୟଟନ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଦୀର୍ଘଦିନ ପରେ କରୋନା କଟକଣା ମଧ୍ୟରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୋଭିଡ କଟକଣା ମାନି ଜାତୀୟ ଉଦ୍ୟାନରେ ବୁଲି
ପର୍ଯ୍ୟଟନ

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ, ଏହାର ଅଭିବୃଦ୍ଧି ପାଇଁ ଚଳିତବର୍ଷ ବଜେଟରେ 19 କୋଟି ଟଙ୍କା ବ୍ୟବସ୍ଥା

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ। 2019-20 ଆର୍ଥିକ ବର୍ଷରେ 46 ହଜାରରୁ ଅଧିକ ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନର ସୁଯୋଗ ନେଇଥିଲେ। ଏଥିରୁ 6 କୋଟି 85 ଲକ୍ଷ