ମୋହନା ୩୦।୦୭ : ପାରିବାରିକ କଳହର କରୁଣ ପରିଣତି l ସ୍ତ୍ରୀକୁ ମାଡ଼ ମାରି ବେକ ମୋଡ଼ି ହତ୍ୟା କଲା ସ୍ବାମୀ l ଗଜପତି ଜିଲ୍ଲା ଅଡବା ଥାନା ପlଦେର୍ମl ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l
ଖବର ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ କୌଣସି କାରଣକୁ ନେଇ ଉଭୟ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା l ଏଥିରେ ଉତ୍କ୍ଷିପ୍ତ ହୋଇ ପ୍ରମୋଦ ସ୍ତ୍ରୀ ପଦ୍ମିନୀକୁ ମୁଥ ମାରିବା ସହ ବେକ ମୋଡ଼ି ହତ୍ୟା କରିଥିଲା l ମୃତକ ସ୍ତ୍ରୀ ପଦ୍ମିନୀ ମଲ୍ଲିକ l ଖବର ପାଇ ଅଡବା ଥାନା ପୋଲିକ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀ ସ୍ବାମୀ ପ୍ରମୋଦ ମଲ୍ଲିକକୁ ଅଟକ ରଖି ତଦନ୍ତ କରୁଛି l