ଦେଶ ବିଦେଶ ମନୋରଞ୍ଜନ

ପରିବାର ସହ ଛୁଟି କଟାଉଛନ୍ତି ଝିଲିକ୍

ଓଲିଉଡ୍ ଓ ବଙ୍ଗଳାର ନାୟିକା ତଥା ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡ଼େଇଙ୍କ ପତ୍ନୀ ଝିଲିକ୍ ଭଟ୍ଟାଚାର୍ଯ୍ୟ ବର୍ତ୍ତମାନ ନୂଆବର୍ଷ ପାଇଁ ତାଙ୍କ ମା’ଙ୍କ ସହିତ ଛୁଟି କଟାଉଛନ୍ତି। ମା’ଙ୍କୁ ନେଇ ସେ ବାହାରେ ଭ୍ରମଣ କରୁଥିବା ଜଣାପଡ଼ିଛି। ଏନେଇ ସେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ କରି ଫ୍ୟାମିଲି ଲଭ୍ ଲେଖିଛନ୍ତି। ଭିଡିଓରେ ଝିଲିକ୍ ଓ ତାଙ୍କ ମା’ ଏକାଠି ନଜର ଆସୁଥିବା ଦେଖାଦେଇଛି। ମାତ୍ର ସେ କୁଆଡ଼େ ଯାଇଛନ୍ତି, କେଉଁଠି ବୁଲୁଛନ୍ତି ଏନେଇ କୌଣସି ସୂଚନା ଦେଇନାହାନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ