ମନୋରଞ୍ଜନ

ପରଲୋକରେ ସମ୍ଭାବନା ସେଠଙ୍କ ବାପା: କୋଭିଡ ସହ ହୃଦଘାତର ହୋଇଥିଲେ ଶିକାର

ମୁମ୍ମାଇ ୯/୫ : କରୋନା ପାଇଁ ଉଜୁଡିଗଲାଣି ଅନେକ ଅଭିନେତା ଅଭିନେତ୍ରୀଙ୍କ ପରିବାର । କିଏ ପରିଜନଙ୍କୁ ହରାଇଛି ତ କିଏ ପିତା ମାତଙ୍କୁ ହରାଇଛି । ଏହି ପରିପ୍ରେକ୍ଷୀରେ ଆଉ ଜଣେ ଅଭିନେତ୍ରୀ ନିଜ ପିତାଙ୍କୁ ହରାଇଛନ୍ତି । କରୋନା ନେଇଛି ସମ୍ଭାବନା ସେଠଙ୍କ ପିତାଙ୍କ ଜୀବନ । କୋଭିଡରେ ଆକ୍ରାନ୍ତ ହେବା ସହ ତାଙ୍କର ହାର୍ଟଆଟାକ ମଧ୍ୟ ହୋଇଥିଲା ।

ଇନଷ୍ଟାଗ୍ରାମରେ ପିତାଙ୍କ ଦେହାନ୍ତ ବିଷୟରେ ସୂଚନା ଦେଇଛନ୍ତି ସମ୍ଭାବନାଙ୍କ ସ୍ୱାମୀ ଅବିନାଶ । ପୋଷ୍ଟ ସେୟାର କରି ସେ ଲେଖିଛନ୍ତି ଆଜି ସକାଳ ୫.୩୦ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ବୋଲି ସେ କହିଛନ୍ତି । ଗତ କିଛିଦିନ ତଳେ ସୋ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ହୃଦଘାତ ମଧ୍ୟ ହୋଇଥିଲା । ଫଳରେ ତାଙ୍କ ଅବସ୍ଥା ବି ଗୁରୁତର ହୋଇଥିଲା ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ