ଅପରାଧ ରାଜ୍ୟ

ପତ୍ନୀ ଓ‌ ପୁଅ ଅପହରଣ ପୁଲିସ ତଦନ୍ତ ଆରମ୍ଭ

କେନ୍ଦ୍ରାପଡ଼ା ପାଖରେ ରହି ପରୀକ୍ଷା ଦେବାକୁ ସୁବିଧା ହେବ ବୋଲି ବ୍ୟବସ୍ଥା କରାଇଲେ । ୨ ଦିନ କାଳ ନିଜ ଗାଡ଼ିରେ ନେବା ଆଣିବା ମଧ୍ୟ କଲେ । ପରେ ବସ୍‌ରେ‌ ପତ୍ନୀ ଓ‌ ପୁଅକୁ ସାଙ୍ଗରେ ନେଇ ପରୀକ୍ଷା ଦେବାକୁ ଯାଇଥିଲେ ଯେ ଆଉ ଘରକୁ ଫେରି ନଥିଲେ ଶେଷରେ ଖୋଜାଖୋଜି କରିବାରୁ ଜଣାପଡ଼ିଥିଲା ଯେ କୌଣସି ବ୍ୟକ୍ତି ତାଙ୍କ ପତ୍ନୀ ଓ ପୁଅକୁ ଅପହରଣ କରିନେଇଛି । କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଡେରାବିଶ ବ୍ଲକ ଅଧୀନ।

ନୋଳସାହି ଗ୍ରାମରେ ଏଭଳି ଘଟଣା ଘଟିଛି ଥାନା ରେ ଏ ନେଇ ଅଭିଯୋଗ ହେବା ପରେ ପୁଲିସ୍ ଘଟଣାର‌ ତଦନ୍ତ ଆରମ୍ଭ କରିଛି ଅଭିଯୋଗ ରୁ ପ୍ରକାଶ ଯେ ନୋଳସାହି ଗ୍ରାମର‌ ମୃତ୍ୟୁଞ୍ଜୟ ମଲିକଙ୍କ‌ ପତ୍ନୀ‌ କଟକ ଜିଲ୍ଲା ଚାଉଳିଆଗଞ୍ଜ ଥାନା ଅଧୀନ ଓଏମ୍‌ପି‌ ଛକରେ ଥିବା ତାଙ୍କ‌ ମାମୁଁ ‌ଘରେ‌ ‌ ରହି‌ ବି ,‌ଟେକ୍‌ ପଞ୍ଚମ‌ ସେମିଷ୍ଟର ପରୀକ୍ଷା ଦେଇ ଆସୁଥିଲେ ‌ ମୃତ୍ୟୁ ଞ୍ଜୟ‌ ତାଙ୍କ ମାମୁଁ ଘରେ ଥିବା ସମୟରେ ବାଇକରେ ପତ୍ନୀ ଙ୍କୁ ‌ଭୁବନେଶ୍ଵର‌ ସ୍ଥିତ ‌ ପରିକ୍ଷା କେନ୍ଦ୍ରରୁ
ନେବା ଆଣିବା କରୁଥିଲେ ପରେ ପତ୍ନୀ ଙ୍କ‌ ସାଙ୍ଗରେ ପୁଅକୁ ନେଇ ବସ୍ ଯୋଗେ ପରିକ୍ଷା ଦେବାକୁ ଯାଉଥିଲେ ହେଲେ ପତ୍ନୀ ୨୦ତାରିଖରେ ପରିକ୍ଷା ଦେବାକୁ ଯାଇ ଆଉ‌ ଘରକୁ ଫେରି ନଥିଲେ ବହୁ ଖୋଜାଖୋଜି ପରେ ମଧ୍ୟ‌ ତାଙ୍କ ର‌ ସନ୍ଧାନ ମିଳିନଥିଲା‌ ପରେ‌ ନିକିରାଇ ଥାନା ଅଧୀନ ନିମପଡାର ସୁଧାଂଶୁ ପରିଡ଼ା (କନିଆ) ଫୋନ୍ ପେ‌ ନମ୍ବରରେ‌ ପତ୍ନୀ ଙ୍କ‌ କଲେଜ ଫି ୨୦‌ ହଜାର‌ ଟଙ୍କା ପଇଠ‌ କରିଥିବା ଜଣାପଡ଼ିଥିଲା କାଳିଆଙ୍କୁ ଏନେଇ ପଚାରିବାରୁ ସେ ଫୋଙ୍କି ଦେଇଥିଲେ କିଛିଦିନ ପରେ ମୃତ୍ୟୁଞ୍ଜୟ ଙ୍କ ସାନ ଭାଇ ରାମଚନ୍ଦ୍ର ଘରକୁ ଫେରି ଥିବାରୁ ବେଳେ କାଳିଆଙ୍କ‌ ସହ ଜିତୁ ବେହେରା ଓ ଜୀବଜ୍ୟୋତି ନାୟକ ତାଙ୍କୁ ଅତକିତ ଆକ୍ରମଣ କରିଥିଲା ଏହି ବିଷୟରେ ନିକିରାଇ ଥାନା ଲିଖିତ ଆକାରରେ ଅଭିଯୋଗ କରିଛନ୍ତି ନିକିରାଇ ପୋଲିସ ତଦନ୍ତ ଚଳାଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି କରୁଣା କର

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।