ଅପରାଧ ରାଜ୍ୟ

ପଟିଆ ଛକରେ ସଡକ ଦୁର୍ଘଟଣା, ମୋ-ବସ୍ ଧକ୍କା ଦେବାରୁ ସ୍କୁଟି ଚାଳକଙ୍କୁ ପିଟିଲା ପିକ୍ ଅପ୍ ଭ୍ୟାନ୍

ଭୁବନେଶ୍ୱର ୧୮/୧୦: ଭୁବନେଶ୍ୱର ପଟିଆ ଛକରେ ସଡକ ଦୁର୍ଘଟଣା । ସ୍ପେଶାଲ ଡ୍ରାଇଭ ଚାଲିଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ମୋ-ବସ୍ ଧକ୍କା ଦେବାରୁ ଜଣେ ସ୍କୁଟି ଚାଳକକୁ ପଟିଥିଲା ପିକ୍‌ ଅପ୍ ଭ୍ୟାନ୍ । ତେବେ ଦୁର୍ଘଟଣାରେ ସ୍କୁଟି ଚାଳକ ଅର୍ଥାତ୍ ମହିଳା ଜଣଙ୍କ ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ସେପଟେ ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ମୋ ବସ୍‌କୁ ଅଟକାଇ ଲୋକେ ଭଙ୍ଗାରୁଜା କରିବା ସହ ହୋହଲ୍ଲା କରିଥିଲେ । ଏହାସହ କିଛି ସମୟ ପାଇ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।