ଅପରାଧ ରାଜ୍ୟ

ପଞ୍ଚୁକରେ ଭଗବାନଙ୍କୁ ବି ଛାଡିଲେନି, ଲୁଟିନେଲେ ମା ତାରିଣୀଙ୍କ ଆଖି ଓ ଅଳଙ୍କାର

ମାହାଙ୍ଗା ୦୫/୧୧: ମାହାଙ୍ଗା ବ୍ଲକ ଉସୁମା ପଞ୍ଚାୟତର ନଈ ମୁହଁ ଠାରେ ଥିବା ତାରିଣୀ ମନ୍ଦିରରୁ ଚୋରି । ଗତକାଲି ବିଳମ୍ବିତ ରାତିରେ କିଛି ଦୃର୍ବୃତ୍ତମାନେ ମାଙ୍କ ମନ୍ଦିରର ତାଲା ଭାଙ୍ଗି ଲୁଟି ନେଇଛନ୍ତି ଅଳଙ୍କାର । ରୂପା ମୁକୁଟ, ସୁନା ମଥା ମଣି, ସୁନା ଆଖି ସହ ଅନେକ ପିତ୍ତଳ ସାମଗ୍ରୀ ଲୁଟି ନେଇଛନ୍ତି ।

ଏହା ସହ ରଘୁନାଥ ନଗର ଗ୍ରାମର ସାବିତ୍ରୀ ସାହୁଙ୍କ ଠାକୁର ଘରୁ ଲକ୍ଷାଧିକ ଟଙ୍କାର ହନୁମାନ ପଇସା, ରୂପା ଟଙ୍କା, ଜଗନ୍ନାଥଙ୍କ କଠଉ ଚୋରି ହୋଇଥିବା ଅଭିଯୋଗ ହୋଇଛି । ମାହାଙ୍ଗାରେ ବାରମ୍ବାର ମନ୍ଦିର ମାନଙ୍କରୁ ଚୋରି ହେଲେ ମଧ୍ୟ କୌଣସି ଚୋର ଧରା ପଡୁନାହାନ୍ତି । ଫଳରେ ଚୋର ମାନେ ରାତିର ଅନ୍ଧକାର ଭିତରେ ତାଙ୍କର କାୟା ବିସ୍ତାର କରିବାରେ ଲାଗିଛନ୍ତି । ତୁରନ୍ତ ଏହି ଚୋର ମାନକୁ ଗିରଫ କରିବା ସହ ପୋଲିସ ପେଟ୍ରୋଲିଂ କଡ଼ା କଡି କରିବାକୁ ଜନ ସାଧାରଣ ଦାବି କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।