ଅପରାଧ ରାଜ୍ୟ

ନ୍ୟାୟଧିଶଙ୍କ ଘରେ କଳାକନା ବୁଲାଇଲେ ଚୋର, ଘରେ କେହି ନଥିବାର ସୁଯୋଗ ନେଇ ଲୁଟିଲେ

ଟାଙ୍ଗୀ ୭।୬: ଟାଙ୍ଗୀ ଗ୍ରାମ ନ୍ୟାୟାଳୟର ନ୍ୟାୟଧିଶଙ୍କ ଘରୁ ଚୋରି । ନ୍ୟାୟଧିଶ ଘରଭଡା ନେଇ ରହୁଥିବା ଘରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଜଣାପଡିଛି ।

ସୋମବାର ରାତିରେ ନ୍ୟାୟଧିଶ ସିଓନା ସିଦ୍ଧାର୍ଥ ମହାରଣା ଘରେ ନଥିବା ସୁଯୋଗ ନେଇ ଚୋର ତାଲା ଭାଙ୍ଗି ଘର ଭିତରେ ପ୍ରବେଶ କରିଥିଲେ । ଘରେ ପଶି ଚୋର ଚୋରି କରିନେଇଛନ୍ତି । ହେଲେ ତାଙ୍କ ଘରୁ କ’ଣ କ’ଣ ଚୋରି ହୋଇଛି ତାର ଆକଳନ କରାଯାଇନାହିଁ ।

ତେବେ ଟାଙ୍ଗୀ ଥାନା ପକ୍ଷରୁ ଜଣେ ଗୃହରକ୍ଷୀଙ୍କୁ ରାତ୍ରୀ ଜଗୁଆଳି ଭାବେ ଡ୍ୟୁଟି ଦିଆଯାଇଥିଲା । ତଥାପି ନ୍ୟାୟାଧିଶଙ୍କ ଘରେ ଚୋର କଳାକନା ବୁଲାଇ ଆସବାବପତ୍ର ଫୋପଡା-ଫିଙ୍ଗା କରି ଚୋର ଚମ୍ପଟ ମାରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।