ଦେଶ ବିଦେଶ ମନୋରଞ୍ଜନ

ନୂଆ ଘରକୁ ଯାଉଛନ୍ତି ସୈଫ୍‌-କରୀନା

କରୀନା କପୁର ଖାନ୍‌ ଓ ସୈଫ୍ଅଲ୍ଲୀ ଖାନ୍‌ ନିଜ ଦ୍ବିତୀୟ ସନ୍ତାନର ସ୍ବାଗତ ପାଇଁ ଓଲଟା ଗଣତି ଆରମ୍ଭ କରି ଦେଇଛନ୍ତି। ତେବେ କେବଳ ଏହି ଗୋଟିଏ ଖୁସି ଖବର ନୁହେଁ, ସୈଫ୍ ଓ କରୀନା ନିଜ ନୂଆ ଘରକୁ ସ୍ଥାନାନ୍ତର ହେବା ପାଇଁ ବି ପ୍ରସ୍ତୁତ ହେଉଛନ୍ତି। ସୈଫ୍‌ ନିଜ ଘର ପାଖରେ ହିଁ ଆଉ ଏକ ଫ୍ଲାଟ୍‌ କିଣିଥିବା ବେଳେ ଆଜି ତାଙ୍କ ଘରୋଇ ସହାୟକଙ୍କୁ ସୈଫ୍‌ଙ୍କ ମା’ ଶର୍ମିଳା ଟାଗୋରଙ୍କ ଆଇକନିକ୍‌ ପୋଷ୍ଟର (୧୯୬୯ର ‌ବଙ୍ଗଳା ଚଳଚ୍ଚିତ୍ର ‘ଆରାଧନା’ର ପୋଷ୍ଟର ଓ ଚିତ୍ରକଳା) କୁ ନୂଆ ଘରକୁ ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏଥିସହ ସୈଫ୍‌ଙ୍କ ‘ଲଭ୍‌ ଆଜ୍‌ କଲ୍‌’ର ପୋଷ୍ଟର ବି ନୂଆ ଘରକୁ ସ୍ଥାନାନ୍ତର କରାଯାଇଥିବା ଦେଖିବାକୁ ମିଳିଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ