ନୁଆ ଷ୍ମାଟକାଡ ଏବଂ ନୁଆ ରୁପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଜୋଯୋନା
ଡେରାବିଶ ୧୫/୧୨/୨୧ ଡେରାବିଶ ବ୍ଲକ ଅନ୍ତର୍ଗତ ଗୁଆଳ ସିଂଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ପରିସର ରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫେସି ଜରିଆରେ ବିଜୁସ୍ଵାସ୍ଥ୍ୟ କଣ୍ୟାଣ ଜୋଯୋନା ଅଧିନରେ ନୂଆ ସ୍ମାର୍ଟ ହେଲତ୍ କାଡ ବଣ୍ଟନ ର ଶୁଭ ଆରମ୍ଭ କରିଛନ୍ତି । ହେଲେ ଆଜି ପଞ୍ଚାୟତ ର ୭୫ ଜଣଙ୍କୁ ଏହି ହେଲତ୍ କାଡ ବଣ୍ଟନ କରାଯାଇଛି ତେବେ । ପଞ୍ଚାୟତ ର ଅନ୍ୟ ସମସ୍ତ ପରିବାର ମାନଙ୍କୁ ପଞ୍ଚାୟତ କାର୍ଯ୍ୟଳୟରେ ବଣ୍ଟନ କରା ଯିବ ବୋଲି ବିଡ଼ିଓ ଗୋପବନ୍ଧୁ ଭୋଷାଗର ପ୍ରକାଶ କରିବା ସହ ବିଜୁ ସ୍ଵାସ୍ଥ୍ୟ କଣ୍ୟାଣ ଜୋଯୋନା ର ସ୍ମାର୍ଟ ହେଲତକାଡ ରାଜ୍ୟ ର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରୂପାନ୍ତର ଆଣି ପାରିବ ଏହା ଦ୍ଵାରା ଗରିବ ଲୋକୋ ମାନେ ପ୍ରକୃତରେ ସଶକ୍ତ ହୋଇ ପାରିବେ ବୋଲି କହିଥିଲେ । ତେବେ ଏହି ବାର୍ତ୍ତା ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡ଼ିଓ କ୍ରମ୍ଫେସ୍ ରେ ଜରିଆରେ ମଧ୍ୟ ଆଜି ଜଣାଇଥିଲେ। ଏହି ବୈଠକ ରେ ବିଜେଡି ଦଳ ପାଟରକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ ଉପସ୍ଥିତ ,ଥିଲାବେଳେ ଡେରାବିଶ ପଞ୍ଚାୟତ ସମିତି ଅଧ୍ୟକ୍ଷ ,ସରୋଜ କାନ୍ତ ସାହୁ ଏ ବିଡିଓ ଭଞ୍ଜକିଶୋର ନାୟକ୍, ଭବାନି ପ୍ରସାଦ ଓଝା, ସରୋଜ କାନ୍ତ ନାୟକ, ଡେରାବିଶ ଗୋଷ୍ଠୀ ସ୍ବାସ୍ଥୟ କେନ୍ଦ୍ର ର ଡାକ୍ତର ଚିତ୍ତରଞ୍ଜନ ବେହେରା, ଡେରାବିଶ ବ୍ଲକ ବିଜେଡି ସଭାପତି ଦେବାଶିଷ ଆଚାର୍ଯ୍ୟ ୧୨ ନମ୍ବର ଜିଲା ପରିଷଦ ଶଭ୍ୟା ମନରୋମା ସାହୁ, ୧୩ ନମ୍ବର ଜିଲ୍ଲା ପରିଷଦ ଶଭ୍ୟା ଜବା ମୁର୍ମୁ , ଆତ୍ମା ଅଧ୍ୟକ୍ଷ ଗଣେଶ୍ଵୋର ବେହେରା , ମନିନ୍ଦ୍ର ରଥ, ସୁଦିପ୍ତ ସାମଲ , ମହିଳା ନେତ୍ରି ଗିତାଗିତାଞ୍ଜଳି ସେଠି ,ଉପସ୍ଥିତ ଥିଲା ବେଳେ ଗୁଆଳ ସିଂଙ୍ଗ୍ ଗ୍ରାମ ପଞ୍ଚାୟତ ର ସରପଞ୍ଚ ବଟକୃଷ୍ଣ ସେଠି , ସଭା ପରିଚାଳନା କରିଥିଲା ବେଳେ ଛାତ୍ର ବିଜେଡି ଜିଲା ସଂମ୍ପାଦକ ସୁବାସ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।