କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ନିଆରା ଭଜନ ସନ୍ଧ୍ୟା, ଦର୍ଶକଙ୍କ ମନ ମୋହିଲେ ଦିବ୍ୟାଙ୍ଗ

ଆଠଗଡ ୧୩।୨: ଆଜିର ସମାଜରେ କେହି ଅସମର୍ଥ ନୁହନ୍ତି ବୋଲି ତାହା ପ୍ରମାଣ କରି ଦୁନିଆକୁ ଦେଖାଇ ଦେଇଛନ୍ତି କିଛି ଦିବ୍ୟାଙ୍ଗ କୁନି କଳାକାର । ଏଭଳି ଏକ ନିଆରା ଭଜନ ସନ୍ଧ୍ୟା ଦେଖିବାକୁ ମିଳିଥିଲା କଟକ ଜିଲ୍ଲା ବଡ଼ମ୍ବା ଗାନ୍ଧି ଛକଠାରେ ।

ବଡ଼ମ୍ବା ଗାନ୍ଧୀ ଛକରେ ଥିବା ମା’ ତାରିଣୀ ମନ୍ଦିରର ବାର୍ଷିକ ପ୍ରତିଷ୍ଠା ଉତ୍ସବରେ ନୂଆଗାଁ ବାଲିସାହିର ଜୟ ମା’ ମଙ୍ଗଳା ଦିବ୍ୟାଙ୍ଗ ଭଜନ ସନ୍ଧ୍ୟା ତରଫରୁ ଏକ ସାଂସ୍କୃତିକ ଭଜନ ସନ୍ଧ୍ୟାର ଆସର ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ୧୦ଜଣ ଦିବ୍ୟାଙ୍ଗ ନିଜ କଣ୍ଠରେ ଲୋକଙ୍କ ମନ ଜିଣି ପାରିଥିଲେ । ଏଭଳି ଭଜନ ସନ୍ଧ୍ୟାକୁ ବେଶ ମନଭରି ଉପଭୋଗ କରିବା ସହ ଦିବ୍ୟାଙ୍ଗମାନଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ ସ୍ଥାନୀୟ ଲୋକ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,