ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ନୂଆଦିଲ୍ଲୀ : ପୁରୁଷ ବନ୍ଧୁ ଆଦିଲ ଦୁରାନିଙ୍କୁ ବିବାହ କରିବା ପରେ ରାକ୍ଷୀ ସାୱନ୍ତ ତାଙ୍କ ବଦଳାଇଥିବା ଚର୍ଚ୍ଚା ହେଉଛି। ଇନଷ୍ଟାଗ୍ରାମରେ ରାକ୍ଷୀ ତାଙ୍କ ବିବାହ ଫଟୋ ପୋଷ୍ଟ କରିଛନ୍ତି। ତେବେ ତାଙ୍କ ବିବାହ ପ୍ରମାଣପତ୍ରର ଫଟୋ ନଜରକୁ ଆସିଛି। ଏଥିରେ ସେ ରାକ୍ଷୀ ସାୱନ୍ତ ଫତିମା ଭାବେ ଦସ୍ତଖତ କରିଛନ୍ତି। ତେଣୁ ବିବାହ ପାଇଁ ସେ ନାଁ ବଦଳାଇଥିବା ଅନୁମାନ କରାଯାଉଛି। ଉଲ୍ଲେଖଯୋଗ୍ୟ ରାକ୍ଷୀଙ୍କ ମା’ ବ୍ରେନ ଟ୍ୟୁମର ଏବଂ କ୍ୟାନସର
ରୋଗରେ ପୀଡ଼ିତ ହୋଇ ଏବେ ତାଜ୍ ମେମୋରିଆଲ କ୍ୟାନସର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l