ଅପରାଧ ଦେଶ ବିଦେଶ

ନପୁସଂକ ପୁଅର ଅଭାବ ପୂରଣ କରିବେ କହିଲେ ଶ୍ୱଶୁର, ଥାନାରେ ପହଞ୍ଚିଲେ ବୋହୂ

ନୂଆଦିଲ୍ଲୀ ୧୫/୦୭; ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାରେ ଯୌତୁକ ନିର୍ଯ୍ୟାତନାର ଅଭିଯୋଗ ହୋଇଛି। ଏହି ମାମଲାରେ ମହିଳାଙ୍କ ସ୍ୱାମୀଙ୍କ ସମେତ ପରିବାରର ୫ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ବିବାହ ପରେ ମହିଳା ଜଣଙ୍କ ଜାଣିବାକୁ ପାଇଥିଲେ ଯେ ସ୍ବାମୀ ଜଣେ ନପୁଂସକ। ଏଥିସହ ମହିଳାଙ୍କ ଶ୍ୱଶୁର ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଥିବା ମହିଳା ଅଭିଯୋଗ କରିଛନ୍ତି। ଏହି ଘଟଣା ଏବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଯୌତୁକ ନିର୍ଯାତନା ମାମଲାରେ ସ୍ୱାମୀଙ୍କ ବ୍ୟତୀତ ଶାଶୁ, ଶ୍ୱଶୁର ଏବଂ ନଣନ୍ଦଙ୍କ ନାଁ ମଧ୍ୟ ସାମିଲ୍‌ ହୋଇଛି। ୨୦୧୯ ମସିହାରେ ସହରର ଧର୍ମଶାଳା ରୋଡର ଜଣେ ଯୁବତୀ ଇନ୍ଦୋର ମଧ୍ୟପ୍ରଦେଶର ପ୍ରଖର ମିଶ୍ରଙ୍କୁ ବିବାହ କରିଥିଲେ। ଉଭୟ ପରିବାରର ସହମତିରେ ଫେବୃଆରୀ ୨୦୨୦ ରେ ସେମାନଙ୍କର କୋର୍ଟରେ ବିବାହ ହୋଇଥିଲା। କୋଭିଡ ପାଇଁ ବୈଦିକ ରୀତି ନୀତିରେ ବିବାହ ହୋଇପାରିନଥିଲା।
ପରେ ୨୦୨୧ ମସିହାରେ ଉଭୟ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ ହେଲେ। ତେବେ ବିବାହର କିଛି ଦିନ ପରେ ଯୁବତୀ ଜଣଙ୍କ ତାଙ୍କ ସ୍ବାମୀ ନପୁସଂକ ବୋଲି ଜାଣିବାକୁ ପାଇଥିଲେ। ଏନେଇ ସେ ତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିବା ପରେ ଶ୍ୱଶୁରଙ୍କ ତାଙ୍କ ସହ ଦୁର୍ବବ୍ୟହାର କରିଥିଲେ। ପୁଅର ଅଭାବ ସେ ପୂରଣ କରିବେ ବୋଲି କହିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ