ପର୍ଯ୍ୟଟନ ରାଜ୍ୟ

ନନ୍ଦନକାନନ ବନ୍ଦ, ନିରାଶ ହୋଇ ଫେରୁଛନ୍ତି ବାହାର ରାଜ୍ୟର ପର୍ଯ୍ୟଟକ

ବାରଙ୍ଗ,୦୨/୦୧:କରୋନା କଟକଣା ଯୋଗୁଁ ନନ୍ଦନକାନନ ବୁଲି ନ ପାରି ନିରାଶ ହେଲେ ପର୍ଯ୍ୟଟକ । ନୂତନ ବର୍ଷର ପ୍ରଥମ ରବିବାରରେ ବହୁ ସଂଖ୍ୟକ ପର୍ଯ୍ୟଟକ ନନ୍ଦନକାନନ ବୁଲିବା ପାଇ ଆସିଥିଲେ ମଧ୍ୟ, ମୁଖ୍ୟ ଫାଟକ ବନ୍ଦ ଥିବାର ଦେଖି ସମସ୍ତେ ଫେରିବା ପାଇଁ ବାଧ୍ୟ ହୋଇଛନ୍ତି ।

ନୂଆ ବର୍ଷରେ ଭିଡ ବଢିବାର ସମ୍ଭାବନା ଥିବାରୁ ଗତ ଡିସେମ୍ବର ୩୦ ତାରିଖରୁ ଜାନୁଆରୀ ୩ ପର୍ଯ୍ୟନ୍ତ ନନ୍ଦନକାନନ ବନ୍ଦ ପାଇଁ ପୂର୍ବରୁ ସରକାର ଘୋଷଣା କରିଥିଲେ । ରାଜ୍ୟ ବାହାର ଅଧିକାଂଶ ପର୍ଯ୍ୟଟକ ଏହି ସୂଚନା ପାଇ ନଥିବାରୁ ଗତ ୪ ଦିନ ହେଲା ହଜାର ହଜାର ପର୍ଯ୍ୟଟକ ନନ୍ଦନକାନନ ଫାଟକ ନିକଟରୁ ଫେରୁଛନ୍ତି । ଯାହାକୁ ନେଇ ସେମାନେ ନିଜର ଅସନ୍ତୋଷ ମଧ୍ୟ ବ୍ୟକ୍ତ କରିଛନ୍ତି ।

NewsLaxmi7

About Author

You may also like

ପର୍ଯ୍ୟଟନ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଦୀର୍ଘଦିନ ପରେ କରୋନା କଟକଣା ମଧ୍ୟରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୋଭିଡ କଟକଣା ମାନି ଜାତୀୟ ଉଦ୍ୟାନରେ ବୁଲି
ପର୍ଯ୍ୟଟନ

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ, ଏହାର ଅଭିବୃଦ୍ଧି ପାଇଁ ଚଳିତବର୍ଷ ବଜେଟରେ 19 କୋଟି ଟଙ୍କା ବ୍ୟବସ୍ଥା

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ। 2019-20 ଆର୍ଥିକ ବର୍ଷରେ 46 ହଜାରରୁ ଅଧିକ ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନର ସୁଯୋଗ ନେଇଥିଲେ। ଏଥିରୁ 6 କୋଟି 85 ଲକ୍ଷ