ରାଜ୍ୟ

ନନ୍ଦନକାନନରେ ନୂଆ ଅତିଥି

ସିଂହୀ ବିଜିଲି ଏବଂ ସିଂହ ରାଜେଶର ମିଳନରୁ ବିଜିଲି ୫ ଶାବକ ଜନ୍ମ ଦେବା ଫଳରେ ଏସୀୟ ସିଂହଙ୍କ ସଂଖ୍ୟା ମଧ୍ୟ ୧୮କୁ ବୃଦ୍ଧି ପାଇଛି। ଏହା ସହିତ ନନ୍ଦନକାନନର ମୋଟ ସିଂହ ସଂଖ୍ୟ ୨୫କୁ ବୃଦ୍ଧି ହୋଇଛି।

ଭୁବନେଶ୍ବର: ନନ୍ଦନକାନନରେ ମୋଟ ୧୪ଟି ଏସିୟ ସିଂହଙ୍କ ମଧ୍ୟରେ ୯ ଟି ଅଣ୍ତିରା , ୫ଟି ମାଈ  ଓ ହାଇବ୍ରିଡ ୭ଟି ସିଂହ ମଧ୍ୟରେ ୪ ଅଣ୍ଡିରା ୩ ମାଈଙ୍କୁ ମିଶାଇ  ସର୍ବମୋଟ ୨୧ଟି ସିଂହ ଥିଲେ।  

ଏଥିସହିତ ସିଂହୀ ବିଜିଲି ଏବଂ ସିଂହ ରାଜେଶର ମିଳନରୁ  ବିଜିଲି ୫ ଶାବକ ଜନ୍ମ ଦେବା ଫଳରେ ଏସୀୟ ସିଂହଙ୍କ ସଂଖ୍ୟା ମଧ୍ୟ ୧୮କୁ ବୃଦ୍ଧି ପାଇଛି। 

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।