ଅପରାଧ ଦେଶ ବିଦେଶ

ଦ୍ରୁତଗାମୀ ଟ୍ରେନ୍ ରହଣୀ ସହ ଷ୍ଟେସନର ଉନ୍ନତିକରଣ ଦାବିରେ ରେଳରୋକ

ସୋର ୬।୬: ସୋର ରେଳ ଷ୍ଟେସନ ଲେବୁଲ କ୍ରସିଂଠାରେ ଅନିର୍ଦ୍ଧିଷ୍ଟକାଳ ପାଇଁ ରେଳରୋକ ଆରମ୍ଭ ହୋଇଛି । ନାଗରିକ ମଞ୍ଚ ପକ୍ଷରୁ ରେଳରୋକ କରାଯାଇଛି । ଷ୍ଟେସନରେ ଦ୍ରୁତଗାମୀ ଟ୍ରେନ୍ ରହଣୀ, ଷ୍ଟେସନର ଉନ୍ନତି କରଣ ଦାବିରେ ରେଳରୋକ କରାଯାଇଛି । ରେଳରୋକ ଯୋଗୁଁ ବ୍ୟାପକ ଆରପିଏଫ ଜିଆରପି ଫୋର୍ସ ମୁତୟନ କରାଯାଇଛି ।

ନାଗରିକ ମଞ୍ଚ ପକ୍ଷରୁ ବାରମ୍ବାର ଦାବିକୁ ରେଳବାଇ ପ୍ରତ୍ୟାଖ୍ୟାନ କରୁଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । କରୋନା ପୂର୍ବରୁ ରହୁଥିବା ଏକ୍ସପ୍ରେସ୍ ଟ୍ରେନ୍ ବାତିଲକୁ ପୁଣି ରହଣୀ ଦାବି ହେଉଛି । ରେଳରୋକ ସମାଧାନ ବର୍ତ୍ତମାନ ସୁଦ୍ଧା ସମାଧାନ ବାହାରିନି । ଯାହା ଫଳରେ ଚେନ୍ନାଇ-ହାଓ୍ବାଡା ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ